Only for Entertainment

ଶ୍ୱେତା ବଚ୍ଚନଙ୍କ ସହ ଲଂଚ ଡେଟରେ ସ୍ପଟ ହେଲେ ଝିଅ ନବ୍ୟା ନବେଲି ।

aajtak
0 42

ଶ୍ୱେତା ବଚ୍ଚନ ତାଙ୍କ ଝିଅ ନବ୍ୟା ନବେଲିଙ୍କ ସହିତ ଲଂଚ ଡେଟ୍ରେ ସ୍ପଟ ହୋଇଛନ୍ତି । ଦୁଇଜଣ ସ୍ପୋର୍ଟି ଲକରେ ନଜର ଆସିଛନ୍ତି । ନବ୍ୟା ଯେଉଁ ଟ୍ରେସ ପିନ୍ଧିଥିଲେ ତାହାକୁ ତାଙ୍କ ମା ଡିଜାଇନ କରିଥିଲେ ।

ନିକଟରେ ଶ୍ୱେତା ନନ୍ଦା ଡିଜାଇନର ମୋନିଷା ଜୟସିଂହଙ୍କ ଡିଜାଇନର ହୋଇଛନ୍ତି ।

 

ତାଙ୍କ ଡିଜାଇନରେ ପ୍ରସ୍ତୁତ ହୋଇଥିବା ହୁଡ଼ି ବାପା ଅମିତାଭ ଭଚ୍ଚନ ମଧ୍ୟ ଫଟୋ ସେୟାର କରିଛନ୍ତି ।

ଶ୍ୱେତା ନନ୍ଦାଙ୍କ ଏହି ଡିଜାଇନର କଲେକ୍ସନ ପାଇଁ ନବ୍ୟା ମା’ଙ୍କ ସହିତ ଫଟୋସୁଟ କରିଛନ୍ତି । ଶ୍ୱେତା ନନ୍ଦା ଏହାର କେତେକ ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More