ପାପାଙ୍କ କାନ୍ଧରେ ବସି ଫ୍ୟାନ୍ସଙ୍କୁ ଏହି ଅନ୍ଦାଜରେ ହ୍ୟାଲୋ କହିଲେ ତୈମୁର, କ୍ୟୁଟ ଫଟୋ ଭାଇରାଲ
ଲଣ୍ଡନରୁ ଫେରିଲେ ପଟୌଦି ଫ୍ୟାମିଲି । ନିକଟରେ ଅଭିନେତା ସୈଫ୍ ଅଲ୍ଲିଖାନ୍ ପତ୍ନୀ କରୀନା କପୁର୍ ଖାନ୍ ଓ ପୁଅ ତୈମୁରଙ୍କୁ ମୁମ୍ବାଇ ଇଂଟରନ୍ୟାସନାଲ୍ ଏୟାରପୋର୍ଟ ବାହାରେ ସ୍ପଟ୍ କରାଯାଇଥିଲା । ଯେଉଁଠି ତୈମୁରଙ୍କୁ ନିଜ କାନ୍ଧରେ ଉଠାଇ ଆସିବାର ନଜର ଆସିଥିଲେ ସୈଫ୍ । ସଭିଁଏ ମିଡିଆକୁ ଗ୍ରିଟ୍ କରିଥିଲେ । କେବଳ ସେତିକି ନୁହେଁ ତୈମୁର୍ ମଧ୍ୟ ମିଡିଆ କର୍ମୀଙ୍କୁ ଦେଖି ହାତ ହଲାଇଥିଲେ ।
ଏହା ପୂର୍ବରୁ ତୈମୁରଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ । ଏବେ ଏହି ଫଟୋଟି ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ଦେଖନ୍ତୁ ଫଟୋ-