Only for Entertainment

ମିଡିଆକୁ ଦେଖି ଏକ୍ସାଇଟେଡ ହେଲେ ତୈମୁର,ସାମ୍ନାକୁ ଆସିଲା କ୍ୟୁଟ ଫଟୋ ।

bollywood tadka
29

ସମସ୍ତ ଷ୍ଟାର କିଡସଙ୍କ ମଧ୍ୟରେ ତୈମୁର ଖୁବ ପସିଦ୍ଧ । ସୋସିଆଲ ମିଡିଆରେ ତାଙ୍କ ଷ୍ଟାର ଫଲୋଇଙ୍ଗ ମଧ୍ୟ ସବୁଠାରୁ ଅଧିକ । ମିଡିଆକୁ ଦେଖିବା ମାତ୍ରେ ବିଭିନ୍ନ ପ୍ରକାରର ପୋଜ ଦିଅନ୍ତି କୁନି ତୈମୁର । ଯାହା ଦ୍ୱାରା ତାଙ୍କର ପ୍ରତ୍ୟେକଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ ।

ନିକଟରେ ସେହିଭଳି କିଛି କ୍ୟୁଟ ଏବଂ ଆଡୋରେବଲ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ତୈମୁର ମିଡିଆକୁ ଦେଖି ଏକ୍ସାଇଟେଡ ହୋଇଯାଇଥିବା ନଜର ଆସିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More