Only for Entertainment

ମନଜିଣିଲା ତନିଷ୍କ ବାଗ୍ଚିଙ୍କ ଗାୟିକୀ, ରିଲିଜ ହେଲା ରୋମାଂଟିକ ମ୍ୟୁଜିକ ଭିଡିଓ ‘ଖୁଦ ସେ ଜ୍ୟାଦା !

79

ରିଲିଜ ହେଇଛି ବଲିଉଡ କଣ୍ଠଶିଳ୍ପୀ ତନିଷ୍କ ବାଗଚିଙ୍କ ଏକ ରୋମାଂଟିକ ମ୍ୟୁଜିକ ଭିଡିଓ ‘ଖୁଦ ସେ ଜ୍ୟାଦା’ । ଏଥିରେ ତନିଷ୍ମ ବାଗଚି ଏବଂ ଜାରା ଖାନଙ୍କ ଅଭିନୟ ସ୍ଥାନ ପାଇଛି । ୟୁଟୁବ୍ ରେ ଏହାର ଅଫିସିଆଲ ଭିଡିଓକୁ ରିଲିଜ କରାଯାଇଛି । ଏହି ରୋମାଂଟିକ ମ୍ୟୁଜିକ ଭିଡିଓରେ ତନିଷ୍କ ବାଗଚି ଏବଂ ଜାରା ଖାନ କଣ୍ଠଦାନ କରିଥିବା ବେଳେ ଏହାର ଲିରିକ୍ସ ଦେଇଛନ୍ତି ନିଜେ ତନିଷ୍କ ବାଗଚି ।

୩ ମିନିଟ ୨୨ ସେକେଣ୍ଡର ଏହି ରୋମାଂଟିକ ଭିଡିଓରେ ଏକ ରୋମାଂଟିକ ଲଭ ଷ୍ଟୋରୀକୁ ସ୍ଥାନ ଦିଆଯାଇଛି ଯେଉଁଥିରେ ଦୁର୍ହିଙ୍କ ଭିତରେ ଏକ ଜବରଦସ୍ତ ରୋମାଂନ୍ସ ଦେଖିବାକୁ ମିଳିଛି । ରିଲିଜ ହେଇଥିବା ଏହି ଗୀତଟିକୁ ଶ୍ରୋତା ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିସହ ଏହି ରୋମାଂଟିକ ଗୀତକୁ ଏବେ ଯାଏଁ କୋଟିଏ ରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ଆଗକୁ ଏହାର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More