Only for Entertainment

କାହିଁକି ଫ୍ଲାଇଟରେ ୨୦ ମିନିଟ ପର୍ଯ୍ୟନ୍ତ ଅର୍ଚ୍ଚନାଙ୍କ ହାତ ଧରି ବସିଥିଲେ ଏକତା?

26

ନିକଟରେ ଦ କପିଲ ଶର୍ମା ଶୋ’ରେ ଏକତା କପୂର, ମଲ୍ଲିକା ସେରାୱତ ଏବଂ ତୁଷାର କପୂର ଅତିଥି ଭାବରେ ପହଂଚିଥିଲେ । ଏହି ମଧ୍ୟରେ ଅର୍ଚ୍ଚନା ପୂରନ ସିଂ ଏକତା କପୂରଙ୍କର କେତେକ କଥାର ଖୁଲାସା କଲେ । ଅର୍ଚ୍ଚନା କହିଲେ ଫ୍ଲାଇଟରେ ସବୁଠାରୁ ଅଧିକ ଡର ଲାଗେ । ଫ୍ଲାଇଟରେ ଯାତ୍ରା କରିବା ଏକତାଙ୍କ ପାଇଁ ସବୁଠାରୁ କଷ୍ଟ କାମ । ଏହା ସହିତ ଜଡ଼ିତ ଏକ କଥା କହିଛନ୍ତି ଅର୍ଚ୍ଚନା ।

 

 

View this post on Instagram

 

Qawwali night ? coming soon ? #tkss #thekapilsharmashow @sonytvofficial

A post shared by Kapil Sharma (@kapilsharma) on

 

 

View this post on Instagram

 

So much laughter & fun ??@kapilsharma show #booosabkiphategi #weekendvibes @tusshark89 @altbalaji @ektaravikapoor

A post shared by Mallika Sherawat (@mallikasherawat) on


 

ବାସ୍ତବରେ ଅର୍ଚ୍ଚନା କହିଲେଯେ ଥରେ ସେମାନେ ଫ୍ଲାଇଟରେ ଯାତ୍ରା କରୁଥିଲେ । ଫ୍ଲାଇଟ ଟେକ ଅଫ ସମୟରେ ଏକତା ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଅର୍ଚ୍ଚନାଙ୍କ ହାତ ଧରି ରହିଲେ । ଏକତା ମଧ୍ୟ ଏହି କଥାକୁ ଗ୍ରହଣ କଲେ । ଏହାପରେ ତୁଷାର କପୂର ମଧ୍ୟ ଭଉଣୀ ଏକତାଙ୍କ ଡରର ମଜାକ ଉଡ଼ାଇଲେ । ସେ କହିଲେଯେ ଫ୍ଲାଇଟ ଟେକ ଅଫ ପରେ ଏକତା ବାରମ୍ବାର ଏୟାର ହଷ୍ଟେସଙ୍କୁ ଡାକନ୍ତି । ଏହାପରେ କେବଳ ଗୋଟିଏ ପ୍ରଶ୍ନ କରନ୍ତି କେତେବେଳେ ଲ୍ୟାଣ୍ଡ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More