Only for Entertainment

ମାଇକେଲ ଜାକସନଙ୍କ ଗୀତରେ ଅଙ୍କଲ କଲେ ଶାନଦାର ଡାନ୍ସ, ଭାଇରାଲ ହେଲା ଭିଡିଓ !

21

ସୋସିଆଲ ମିଡିଆରେ ଡାନ୍ସ କରୁଥିବାର ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହୋଇଥାଏ । ଏହିଭଳି ଏକ ଭିଡିଓ ବିଷୟରେ ଆମେ କହିବାକୁ ଯାଉଛୁ ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଆପଣ ସୁପରଷ୍ଟାର ମାଇକେଲ ଜାକସନଙ୍କୁ ତ ଜାଣନ୍ତି । ତାଙ୍କର ଗୀତ ଏବଂ ଡାନ୍ସ ଖୁବ ଫେମସ । ମାଇକେଲ ଜାକସନଙ୍କ ଡାନ୍ସ ଷ୍ଟେପ ଚାରିଆଡେ ପ୍ରସିଦ୍ଧ । ମାଇକେଲ ଜାକସନଙ୍କ ଗୀତରେ ରୋଡ ସାଇଡରେ ଜଣେ ଅଙ୍କଲ ଏଭଳି ଡାନ୍ସ କଲେ, ଯାହା ସୋସିଆଲ ମିଡିଆରେ ଘୂରି ବୁଲୁଛି ଏବଂ ଏହାକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଅଙ୍କଲ ମାଇକେଲ ଜାକସନଙ୍କ ଷ୍ଟେପ ସହ ଷ୍ଟେପ ମିଶାଇ ନାଚିବାକୁ ଚେଷ୍ଟା କରୁଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More