Only for Entertainment

କର୍ମଜୀବୀ ମହିଳାଙ୍କ ପାଇଁ ବାସ୍ତୁ ଟିପ୍ସ, ସରଳ ଜୀବନ ପାଇଁ ଆପଣାଇ ଦେଖନ୍ତୁ

india tv
0 70

ଆଜିକାଲି ଅଧିକାଂଶ ମହିଳା କାର୍ଯ୍ୟରତ । ଘର କାମ ଛାଡ଼ିଦେବା ପରେ ସେମାନେ ଅଫିସ କାମରେ ନିଜକୁ ନିୟୋଜିତ କରୁଛନ୍ତି । କିନ୍ତୁ ବେଳେ ବେଳେ ଆବଶ୍ୟକତା ଠାରୁ ଅଧିକ କାର୍ଯ୍ୟ କରିବା ପରେ ମଧ୍ୟ ସେମାନଙ୍କୁ ସଫଳତା ମିଳିପାରୁ ନାହିଁ । କିନ୍ତୁ ଏସବୁରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରର ସହାୟତା ନିଆଯାଇପାରିବ ।

ବାସ୍ତୁ ଶାସ୍ତ୍ର ଅନୁସାରେ ମହିଳାଙ୍କୁ ଗୋଡ଼ କ୍ରସ କରି ବସିବା ଅନୁଚିତ । ଏହା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ ।
ଅଫିସରେ କାର୍ଯ୍ୟ କରିବା ସମୟରେ ସଫଳତା ପାଇବା ପାଇଁ ଧ୍ୟାନ ରଖନ୍ତୁ ଯେ ଚେୟାର ସବୁବେଳେ ପିଠି ଠାରୁ ଉଚ୍ଚରେ ରହିବା ଉଚିତ ।

ଘରେ କାର୍ଯ୍ୟ କରୁଥିବା ଟେବୁଲ ଚାରିକଣିଆ ହେବା ଉଚିତ । ଗୋଲ ଟେବୁଲରେ କେବେ ମଧ୍ୟ କାମ କରିବା ଅନୁଚିତ ।

ଯଦି ଆପଣଙ୍କ ଅଫିସ ଆପଣଙ୍କ ଘରେ କରିଛନ୍ତି ତେବେ ଭୁଲରେ ମଧ୍ୟ ବେଡରୁମରେ ୱର୍କିଂ ଘର କରନ୍ତୁ ନାହିଁ ।

ଅଫିସ କିମ୍ବା ଘରର ୱର୍କିଂଟେବୁଲ ଉପରେ ଛୋଟ ଛୋଟ କ୍ରିଷ୍ଟଲ ରଖନ୍ତୁ ।

କମ୍ପ୍ୟୁଟର କିମ୍ବା ଟେଲିଫୋନ ଆଦିକୁ ଦକ୍ଷିଣ ପୂର୍ବ କୋଣରେ ରଖନ୍ତୁ ।

ଘରର କିମ୍ବା ଅଫିସର ଉତ୍ତର ପୂର୍ବ ଦିଗରେ ଫୁଲ କିମ୍ବା ଜଳର ଚିତ୍ର ଲଗାଇବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More