Only for Entertainment

ଜାଣନ୍ତୁ ଆଜିର ରାଶିଫଳ

30

ମେଷ: ଦେବୀମାତାଙ୍କ ଧୢାନରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। ଘର ସଜାଇବାରେ ସମୟ ଦେବେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କୌଣସି କାମରେ ବାଧା ଉପୁଜିପାରେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୧।

 

ବୃଷ: ପୂରା ଦିନ ନୂଆ ଊର୍ଜାରେ ଭରି ରହିବେ। ବ୍ୟବସାୟରେ ସବୁ କିଛି ପୂର୍ବଭଳି ଭଲ ରହିବ। ଅଫିସ ସମାରୋହରେ ଆନନ୍ଦ ଉପଭୋଗ କରିବେ। ଛାତ୍ରଙ୍କ ଲାଗି ଦିନଟି ଖାସ୍‌ ରହିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୯।

 

 

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ବିଜୟ ହାସଲ କରିବେ। ଆପଣଙ୍କୁ ବଡ଼ ଗାୟକଙ୍କର ସହଯୋଗ ମିଳିବ। ଜୀବନସାଥୀଙ୍କ ସହିତ ପ୍ରେମ ପ୍ରସଙ୍ଗଯୁକ୍ତ ସନ୍ଧ୍ୟା ବଜାୟ ରହିବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୧।

 

କର୍କଟ: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। କିଛି ନୂଆ ଶିଖିବାର ଅବସର ମିଳିବ। ବେପାରରୁ ଲାଭ ପାଇବେ। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

 

ସି˚ହ: ଆପଣଙ୍କର ଅନ୍ତରଆତ୍ମା ପ୍ରଖର ରହିବ। ଆପଣଙ୍କ ସାମନାକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କର ଶାରୀରିକ ଭାଷାକୁ ଅତିଶୀଘ୍ର ବୁଝିନେବେ। ବ୍ୟବସାୟ ଲାଗି ଦିନଟି ଭଲ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୨।

 

କନ୍ୟା: ଆପଣଙ୍କର ସମୟ ଜ୍ଞାନ ରହିବା ଉଚିତ; ତେବେ ଯାଇ ଆଶା ପୂରଣ ହେବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୩।

 

ତୁଳା: ଆପଣଙ୍କର ଆତ୍ମବିଶ୍ବାସ ଭରି ରହିବ। ଦୀର୍ଘଦିନର ମନୋକାମନା ପୂରଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବନ୍ଧୁଙ୍କ ସ˚ଖ୍ୟା ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୫। ା

 

ବିଛା: କାମରେ ଆପଣଙ୍କର ଆତ୍ମବିଶ୍ବାସର ଝଲକ ଦେଖାଦେବ। ବ୍ୟବସାୟରେ ସଉଦା କରିବା‌େର ସଫଳ ହେବେ। ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୯।

 

ଧନୁ: କୌଣସି କାମ କରିବାକୁ ଯାଉଥିଲେ ପରିବାରର ବଡ଼ଙ୍କ ପରାମର୍ଶ ନିଅନ୍ତୁ। ବିତ୍ତୀୟ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ। ଘରକୁ କୌଣସି ମିତ୍ର ଆସିପାରନ୍ତି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬।

 

ମକର: ଦିନଟି ଆଶାଠୁଁ ଅଧିକ ଭଲ ରହିବ। ଅଫିସରେ ପୁରୁଣା ପରିଚୟରୁ ଆପଣଙ୍କୁ ଫାଇଦା ମିଳିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ଅବସର ସାମନାକୁ ଆସିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୫।

 

କୁମ୍ଭ: ଆପଣଙ୍କ ମନ ଉତ୍ସାହିତ ରହିବ। କିଛି ନୂଆ କରି ଦେଖାଇବେ। ଅଧିକାରୀ ବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ବ୍ୟବସାୟ‌େର ସଉଦା ଲାଗି ରାଜ୍ୟ ବାହାରକୁ ଯିବେ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୨।

 

ମୀନ: ଦିନଟି ଆପଣଙ୍କ ଲାଗି ଭଲ ହିଁ ଭଲ ହେବ। ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ପିଲାଦିନର କୌଣସି ମିତ୍ରଙ୍କ ସହିତ ଭେଟ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More