Only for Entertainment

ଜାଣନ୍ତୁ ଏସପ୍ତାହର ରାଶିଫଳ

youtube
0 41

ରବିବାର: ନାମ ଓ ଯଶ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଭଲ ଗତି ହେବ। ଗୁରୁ ଓ ଶୁକ୍ରବାର: କମ୍‌ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଶନିବାର: ଦୂର ସ୍ଥାନକୁ ଯାତ୍ରାରେ ଯିବେ।

ରବିବାର: ବିଦେଶକୁ ଯିବାର ସୁଯୋଗ ଆସିବ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତିରେ ଲାଗି ରହିଥିବା ଚିନ୍ତା ଦୂର ହେବ। ଗୁରୁ ଓ ଶୁକ୍ରବାର: ଚାକିରିରେ କର୍ତ୍ତୃତ୍ଵ ବଢ଼ିବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବିବାର: ଉନ୍ନତିର ରାସ୍ତା ଖୋଲିବ। ସୋମ, ମଙ୍ଗଳ ଓ ବୁଧବାର: ପରିଶ୍ରମ କରନ୍ତୁ ମିଠାଫଳ ପାଇବେ। ଗୁରୁ ଓ ଶୁକ୍ରବାର: ସକାରାତ୍ମକତାରେ ଭରି ରହିବେ। ଶନିବାର: ବ୍ୟବସାୟରେ ଆଗକୁ ବଢ଼ିବେ।

ରବିବାର: ସ୍ଥଗିତ ଥିବା କାମ ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: କାରବାର ଓ ଆୟରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: କୌଣସି ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ। ଶନିବାର: ଭାଗ୍ୟ ବୃଦ୍ଧି ହେବ।

ରବିବାର: ଅଚାନକ ଖୁସି ଖବର ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପ୍ରଗତି ହେବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶନିବାର: କାମ ପ୍ରତି ଉତ୍ସାହ ବଢ଼ିବ।

ରବିବାର: ଭାବିଚିନ୍ତି କାମ କରନ୍ତୁ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ଲାଭ ହେବ। ଗୁରୁ ଓ ଶୁକ୍ରବାର: ସବୁ କାମ ସହଜରେ ପୂରା ହେବ। ଶନିବାର: ସୁଖସୁବିଧା ପାଇଁ ଖର୍ଚ୍ଚ କରିବେ।

ରବିବାର: ମନସ୍କାମନା ପୂରା ହେବ। ସୋମ, ମଙ୍ଗଳ ଓ ବୁଧବାର: ପରିଶ୍ରମର ସକାରାତ୍ମକ ପରିଣାମ ମିଳିବ। ଗୁରୁ ଓ ଶୁକ୍ରବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଶନିବାର: ଅଚାନକ ଧନଲାଭ ହେବ।

ରବିବାର: ନୂଆ କାମରେ ରୁଚି ବଢ଼ିବ। ସୋମ, ମଙ୍ଗଳ ଓ ବୁଧବାର: କ୍ୟାରିୟର ଲାଗି ଭଲ ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କ ଲାଗି ସମୟ ଶୁଭ। ଶନିବାର: ପ୍ରେମ ପ୍ରସଙ୍ଗ ପାଇଁ ସମୟ ଭଲ।

ରବିବାର: ଭାଗ୍ୟର ସହଯୋଗ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ଯଥେଷ୍ଟ ସଫଳତା ପାଇବେ। ଶନିବାର: ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।

ରବିବାର: ପରିଶ୍ରମର ସୁଫଳ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଅସମାପ୍ତ କାର୍ୟ୍ୟ ପୂରା ହେବ। ଗୁରୁ ଓ ଶୁକ୍ରବାର: ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ। ଶନିବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ରବିବାର: ଆର୍ଥିକ ଲାଭ ହେବ। ସୋମ, ମଙ୍ଗଳ ଓ ବୁଧବାର: ପ୍ରିୟବନ୍ଧୁଙ୍କ ସହିତ ମିଶିବା ପାଇଁ ଭଲ ସମୟ। ଗୁରୁ ଓ ଶୁକ୍ରବାର: କାରବାରରେ ନୂଆ ଅବସର ମିଳିବ। ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ।

ରବିବାର: ଧନର ଆଗମନ ହେବ। ସୋମ, ମଙ୍ଗଳ ଓ ବୁଧବାର: ବିଦେଶ ଯିବା ଲାଗି ସୁଯୋଗ ଆସିବ। ଗୁରୁ ଓ ଶୁକ୍ରବାର: କୌଣସି କଥାକୁ ନେଇ କ୍ରୋଧ ବଢ଼ିବ। ଶନିବାର: ପରିବାରରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More