Only for Entertainment

ସଫଳତା ପାଇବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

iPleaders Blog
0 49

ସଫଳତା ପାଇବା ପ୍ରତ୍ୟେକ ବ୍ୟକ୍ତିର ଲକ୍ଷ୍ୟ ଥାଏ ଏବଂ ସଫଳତାକୁ ହାସିଲ କରିବା ପାଇଁ ବ୍ୟକ୍ତି ଚେଷ୍ଟା ମଧ୍ୟ କରିଥାଏ । କିନ୍ତୁ ଚେଷ୍ଟା କରିବା ପରେ ମଧ୍ୟ କିଛି ଲୋକଙ୍କୁ ସଫଳତା ମିଳିନଥାଏ । ତେବେ ବାସ୍ତୁଶାସ୍ତ୍ରରେ କିଛି ସରଳ ଉପାୟ ରହିଛି ଯାହାକୁ କରିବା ଦ୍ୱାରା ସଫଳତା ମିଳିଥାଏ ।

  • ଯଦି ଆପଣ ଭୋଜନ କିମ୍ବା ଅନ୍ନ ସହି ଜଡିତ କିଛି ବ୍ୟବସାୟ କରୁଛନ୍ତି ତେବେ ଅଫିସରେ ବା ଦୋକାନରେ ଗାଇ ଏବଂ ଗାଛୁରୀ ମୁର୍ତ୍ତି ରଖନ୍ତୁ । ଏହା କରିବା ଫଳରେ କାମରେ ଉନ୍ନତି ହୋଇଥାଏ ।
  • ଯଦି ଆପଣ ଗହଣା ବ୍ୟବସାୟ କରୁଛନ୍ତି ତେବେ ଦୋକାନରେ କିମ୍ବା ଶୋଇବା ଘରେ ରୂପାର ମୟୁର ପୁଚ୍ଛ ରଖନ୍ତୁ । ଏପରି କରିବା ଦ୍ୱାରା ବିଜନେସରେ ସଫଳତା ମିଳିଥାଏ ।
  • ଯଦି ଆପଣ ଗାଡି ସହ ଜଡିତ ବ୍ୟବସାୟ କରୁଛନ୍ତି ତେବେ ଆଫିସର ପୂଜା ଘରେ ରୂପାରେ ତିଆରି ପିରାମିଡ ରଖନ୍ତୁ ।
  • ପୋଷାକ ବ୍ୟବସାୟରେ ସଫଳତା ପାଇବା ପାଇଁ ମୁଖ୍ୟ ଦ୍ୱାରରେ ଲାଲ ରଙ୍ଗର କପଡା ଲଗାନ୍ତୁ ।
  • ଯଦି କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବାହାରକୁ ଯାଉଥାନ୍ତି ତେବେ ‘ଶ୍ରୀ ଗଣେଶାୟ ନମଃ’ ଯପ କରନ୍ତୁ । ଏହାପରେ ବିପରୀତ ଦିଗରେ ୪ ପାଦ ଚାଲନ୍ତୁ ପରେ କାର୍ଯ୍ୟକୁ ଯାଆନ୍ତୁ । କାର୍ଯ୍ୟ ସଫଳ ହେବ ।
  • ଘରୁ ବାହାରକୁ ଯିବା ସମୟରେ ଗୁଡ ଖାଇ ପାଣି ପିଇ ଯାଆନ୍ତୁ ।
  • କୌଣସି ଭଲ କାର୍ଯ୍ୟ କରିବା ପାଇଁ ଯାଉଥିଲେ ଘରୁ ଦହି-ଚିନି ଖାଇ ବାହାରନ୍ତୁ ।
  • ଘରୁ ବାହାରିବା ସମୟରେ ତୁଳସୀ ପତ୍ର ଖାଇ ବାହାରକୁ ଯିବା ଶୁଭ ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More