Only for Entertainment

ଉର୍ବଶୀ ରୌତେଲା ବନିଲେ ଫେସ ଅଫ ଫେମିନା ଫ୍ଲଂଟ୍ ଫ୍ରାଗରାନ୍ସେସେସ !

Dailymotion
29

ହଟ ଆଣ୍ଡ ସେକ୍ସି ଉର୍ବଶୀ ରୌତେଲା ବନିଯାଇଛନ୍ତି ଫେସ ଅଫ ଫେମିନା ଫ୍ଲଂଟ୍ ଫ୍ରାଗରାନ୍ସେସେସ । ଏହି ବ୍ରାଣ୍ଡ ପାଇଁ ହଟ ନାୟିକାଙ୍କୁ ଚୟନ କରିଛି ଏହି କମ୍ପାନୀ । ଏଥିପାଇଁ ନିକଟରେ ଉର୍ବଶୀଙ୍କୁ ନେଇ ଏକ ଫଟୋ ସୁଟ କରାଯାଇଛି । ଫଟୋସୁଟ ଗୁଡିକରେ ଉର୍ବଶୀ ଲାଗୁଥିଲେ କାଫି ହଟକେ । ବିଭିନ୍ନ ପୋଷାକରେ ତାଙ୍କର ଫଟୋସୁଟ କରାଯାଈଛି ଏବଂ ସବୁ ଡ୍ରେସରେ ଉର୍ବଶୀ ଲାଗୁଥିଲେ ସୁନ୍ଦର ।

urvashi

ନାୟିକାଙ୍କ ଏମିତି ବୋଲ୍ଡ ଅନ୍ଦାଜ ପାଇଁ ସେ ସବୁେବେଳ ଚର୍ଚ୍ଚାରେ ରହିଥାନ୍ତି । ଏତିକି ନୁହେଁ ଫଟୋସୁଟ ସରିବା ପରେ ଉର୍ବଶୀ ଗଣମାଧ୍ୟମ ଆଗରେ ବ୍ରାଣ୍ଡର ପ୍ରଂଶସା କରିବା ସହ କିଛି ଭଲ କଥା ଫ୍ରାଗରାନ୍ସେସେସ ଉପରେ କହିଛନ୍ତି ଏବଂ ଏହି ବ୍ରାଣ୍ଡର ସମସ୍ତ ଜିନିଷକୁ ୟୁଜ କରିବା ପାଇଁ ବି ପରାମର୍ଶ ଦେଇଛନ୍ତି ହଟ ନାୟୀକା ଉର୍ବଶୀ । ଫେମିନା ଫ୍ଲଡ୍ ଏକ ଭଲ ବ୍ରାଣ୍ଡ ଯିଏ ଏଇ କିଛି ଦିନ ତଳେ ଲଂଚ କରିଛି ତାର ଏକ ପର୍ଫ୍ରୁୂ୍ୟମ ଏବଂ ଏହି ଟପ ବ୍ରାଣ୍ଡର ଫେସ ହେଇଯାଇଛନ୍ତି ଉର୍ବଶୀ ରୋଟେଲା ।

Urvashi-Rautela-@Femina-FLAUNT-fragrance-launch

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More