Only for Entertainment

ଷ୍ଟେଜକୁ ଯିବା ପୂର୍ବରୁ ଏଭଳି ମେକଅପ ନିଅନ୍ତି ସପ୍ନା ଚୌଧରୀ,ସାମ୍ନାକୁ ଆସିଲା ଫଟୋ ଏବଂ ଭିଡ଼ିଓ ।

amarujala
32

ହରିୟାଣୀ ଡ୍ୟାନ୍ସର ସପ୍ନା ଚୌଧରୀ ବାସ୍ତବରେ ଖୁବ ସୁନ୍ଦର । କିନ୍ତୁ ମେକଅପ ରେ ଫ୍ୟାନ୍ସ ତାଙ୍କ ଦିୱାନା ହୋଇଯାଆନ୍ତି ।ତେବେ ସେ ମେକଅପ ନେଉଥିବାର ଫଟୋ ଏବଂ ଭିଡ଼ିଓ ସାମ୍ନାକୁ ଆସିଛି ।

ଦୁଇ ଦିନ ହେବ ସପ୍ନାଙ୍କ କିଛି ଫଟୋ ଏବଂ ଭିଡ଼ିଓ ସାମ୍ନାକୁ ଆସୁଛି । ଫଟୋରେ ସେ ମେକଅପ ରୁମରେ ଥିବାର ନଜର ଆସିଛନ୍ତି ।ଏହି ଭିଡ଼ିଓ ତାଙ୍କ ଫ୍ୟାନ୍ସ କ୍ଲବ ଆକାଉଂଟରେ ଶେୟାର କରାଯାଇଛି । ଭିଡ଼ିଓରେ ଦେଖିବାକୁ ମିଳିଛିଯେ ମେକଅପ ଆର୍ଟିଷ୍ଟ ସପ୍ନାଙ୍କୁ ମେକଅପ କରୁଛନ୍ତି ଏବଂ ସପ୍ନା ତାଙ୍କ ମଝିରେ ମଝିରେ ମେକଅପ ଟିପ୍ସ ଦେଉଛନ୍ତି ।

କିଛି ଦିନ ପୂର୍ବରୁ ସପ୍ନା ବିନା ମେକଅପରେ ଏକ ଫଟୋ ଶେୟାର କରିଥିଲେ,ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More