Only for Entertainment

ମଂଚ ଉପରେ ଜବରଦସ୍ତ ପର୍ଫମାନ୍ସ ଦେଲେ ମାଧୁରୀ ଦିକ୍ଷୀତ, ଏହଭିଳି ଦେଖି ରହିଗଲେ ବରୁଣ ।

bollywood tadka
21

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ କଳଙ୍କ ଗତକାଲି ରିଲିଜ ହୋଇଛି । ଫିଲ୍ମର ପ୍ରମୋଶନ ପାଇଁ ବରୁଣ ଧାୱନ, ଆଲିୟା ଭଟ୍ଟ ଏବଂ ମାଧୁରୀ ଦିକ୍ଷୀତ ସାରେଗାମାପା ଲିଟିଲ ଚ୍ୟାମ୍ପ୍ସରେ ଶୋ’ରେ ପହଂଚିଥିଲେ । ନିକଟରେ ଶୋ’ର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ତିନି ଆକ୍ଟର ସେଠାରେ ଖୁବ ମସ୍ତୀ କଲେ । ସେଟରେ ମାଧୁରୀ ଡ୍ୟାନ୍ସର ଜଲୱା ଦେଖାଇଲେ । କିନ୍ତୁ ମାଧୁରୀଙ୍କ ଜବରଦସ୍ତ ପର୍ଫମାନ୍ସକୁ ଅଲିୟା ଏବଂ ବରୁଣ ଦେଖି ରହିଗଲେ । କିନ୍ତୁ ଏଠାରେ ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା ଏବଂ ସଂଜୟ ଦତଦ୍ତ ନଜର ଆସିନଥିଲେ । ଏମିତି ମଧ୍ୟ ସଂଜୁ ବାବାଙ୍କୁ ଫିଲ୍ମ ପ୍ରମୋଶନରେ ଖୁବ କମ ସ୍ପଟ କରାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More