Only for Entertainment

ଦିଲବର ଗୀତରେ ଜବରଦସ୍ତ ଠୁମକା ଲଗାଇଲେ ବରୁଣ- ନୋରା, ଦେଖନ୍ତୁ ଡ୍ୟାନ୍ସ ଭିଡିଓ

Bollywood
45

ନିଜ ଆଗାମୀ ଡ୍ୟାନ୍ସ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସରର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି ଅଭିନେତା ବରୁଣ ଧୱନ । ସିନେମାରେ ବରୁଣଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ଶ୍ରଦ୍ଧା କପୁର । ତେବେ ଏହି ସିନେମାରେ ଅନ୍ୟ ଏକ ପ୍ରମୁଖ ଚରିତ୍ରରେ ଦିଲବର୍ ଫେମ୍ ନୋରା ଫତେହିଙ୍କୁ ଦେଖିବାକୁ ମିଳିବ ।

 

ତେବେ ନିକଟରେ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ନୋରା ଫତେହିଙ୍କୁ ଦିଲବର୍ ଡ୍ୟାନ୍ସରେ ଠୁମକା ଲଗାଇବାର ଦେଖିବାକୁ ମିଳିଥିଲା । ସୁଟିଂ ସେଟ୍ରେ ଏହି ଷ୍ଟାର୍ ଦ୍ୱୟ ବେସ୍ ମସଗୁଲ୍ ହୋଇ ନାଚିଥିଲେ । ବରୁଣ ଇଣ୍ଡଷ୍ଟ୍ରୀରେ ନିଜ ଅଭିନୟ ସହ ନିଜ ଡ୍ୟାନ୍ସ ଟ୍ୟାଲେଂଟ୍ ପାଇଁ ହୋଇ ପାରିଛନ୍ତି ଲୋକପ୍ରିୟ । ସେହିପରି ନୋରା ମଧ୍ୟ ନିଜ ଡ୍ୟାନ୍ସ ପ୍ରତିଭା ପାଇଁ ଫ୍ୟାନ୍ ମାନଙ୍କ ପ୍ରିୟ ହୋଇ ପାରିଛନ୍ତି । ଏମାନଙ୍କ ଡ୍ୟାନ୍ସ କମାଲ୍ ଆଗାମୀ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସରରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More