Only for Entertainment

କଣ୍ଡୋମ ଉପରେ ଆଧାରିତ ଫିଲ୍ମକୁ ଭିକି କୌଶଲଙ୍କ ନା..

DNA India
39

ଉରି ଅଭିନେତା ଭିକି କୌଶଲଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା । ନିଜ ଅଭିନୟ ବଳରେ ଦର୍ଶକଙ୍କ ହୃଦୟ ଜିତି ଥିବା ଅଭିନେତା ଭିକି କୌଶଲ କଣ୍ଡୋମ ଉପରେ ଆଧାରିତ ଫିଲ୍ମ କରିବା ପାଇଁ ସିଧା ସିଧା ମନା କରିଦେଇଛନ୍ତି । ଆଜ୍ଞା ହିଁ , ଭିକି କୌଶଲ କୌଣସି କଣ୍ଡୋମ ଆଧାରିତ ଫିଲ୍ମକୁ ମନା କରିଦେଇଛନ୍ତି ।

vickey

ମିଳିଥିବା ସୂଚନା ଅନୁସାରେ, ସୋନି ଏଣ୍ଟରଟେନ୍ମେଣ୍ଟ୍ ଟେଲିଭିଜନ୍ ଭିକିଙ୍କୁ କଣ୍ଡୋମ୍ ଉପରେ ଆଧାରିତ ଏକ ଫିଲ୍ମରେ ଅଭିନୟ କରିବା ପାଇଁ ଅଫର୍ ଦେଇଥିଲା। ହେଲେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଭିକି ସିଧା ସିଧା ମନା କରି ଦେଇଛନ୍ତି।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଭିକି ଖୁବ ଶୀଘ୍ର ‘ସର୍ଦ୍ଦାର ଉଦ୍ଧମ ସିଂ’ରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ବନିତା ସାନ୍ଧୁ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More