Only for Entertainment

ନଚ ବଲିୟେ ୯: ମନୀଷଙ୍କ ସହିତ କିଏ କରିବ ଏହି ଶୋ’ରେ ହୋଷ୍ଟ?

aajtak
56

ଟିଭି ରିଆଲିଟି ଶୋ ନଚ ବଲିୟେ ୯’ରେ ଯୋଡ଼ି ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି । ଏହି ଥର ବିଚାରକ କିଏ ହେବେ ତାହାର ମଧ୍ୟ ଖୁଲାସା ହୋଇ ସାରିଛି । କିନ୍ତୁ ଯେଉଁ କଥାକୁ ଦର୍ଶକ ଅପେକ୍ଷା କରିଛନ୍ତି ତାହା ହେଉଛି କିଏ ମନୀଷ ପଲଙ୍କ ସହିତ ଶୋ’ରେ ହୋଷ୍ଟ କରିବ? ଏହି କଥାର ମଧ୍ୟ ଖୁଲାସା ହୋଇ ସାରିଛି । ଶୋ’କୁ ମଡେଲ ମନୀଷଙ୍କ ସହିତ ହୋଷ୍ଟ କରିବେ ।

 

ବାଲୁଶ୍ଚାଙ୍କ କହିବା ମୁତାବକ ଏହି ନୂଆ ଜର୍ନି ସହିତ ଯୋଡ଼ି ହୋଇଥିବାକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି । ଶୋ’ରେ ହେବାକୁ ଥିବା ସମସ୍ତ ନୂଆ ଥିମକୁ ଦେଖିବା ପାଇଁ ମଧ୍ୟ ସେ ଖୁବ ଉତ୍ସାହିତ ଅଛନ୍ତି । ତେବେ ମନୀଷ ପଲଙ୍କ ଭଳି ମେଗା ହୋଷ୍ଟଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଖୁବ ଭାଗ୍ୟବତୀ କହିଛନ୍ତତି ।

ଷ୍ଟାରପ୍ଲସ ତାଙ୍କ ଭ୍ୟାରିଫାଏଡ ସୋସିଆଲ ମିଡିଆ ଆକାଉଂଟରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ବାଲୁଶ୍ଚାଙ୍କୁ ଖୁବ ଖାସ ଅନ୍ଦାଜରେ ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More