Only for Entertainment

ରିଲିଜ ହେଲା ରାଗିଣୀ ଏମଏମଏସ ରିଟର୍ନସର ଦ୍ୱିତୀୟ ସିଜନର ନୂଆ ପୋଷ୍ଟର, ଖୁବଶୀଘ୍ର ରିଲିଜ ହେବ ଟ୍ରେଲର

india tv
38

ଏକତା କପୂରଙ୍କ ୱେବସିରିଜ ରାଗିଣୀ ଏମଏମଏସ ରିଟର୍ନସ ସିଜନ ଟୁ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି । ପ୍ରଥମେ ପୋଷ୍ଟର, ଟିଜର ଏବଂ ହେଲୋ ଜୀ ଗୀତ ଲୋକଙ୍କ ଉତ୍ସାହକୁ ଅଧିକ ବଢାଇ ଦେଇଛି । ଏବେ ପୋଷ୍ଟର ମାଧ୍ୟମରେ ଏକତା କପୂର ଘୋଷଣା କରିଛନ୍ତିଯେ ଡବଲ ମଜା ଦେଖିବାକୁ ମିିଳିବ । ଏଥିରେ ସନି ଲିଓନଙ୍କ ସହିତ ବରୁଣ ସୁଦ ଏବଂ ଦିବ୍ୟା ଅଗ୍ରୱାଲ ନଜର ଆସିବେ ।

 

 

View this post on Instagram

 

Do mein zyaada mazza hai #lifehacks 👀😂😂😂😂#geminitwin credit: @sunnyleone… #RaginiMMSReturns Season 2 mein milega double the mazaa and double the sazaa! Iss time with the youth superstars @divyaagarwal_official & @varunsood12. Aur main aa rahi hai to add all the chamak, dhamak and namak. Are you ready to experience the horr-gasms! 😉 Trailer streaming on 12th December.. Get ready to scream on 18th December! #ALTBalajiOriginal #AZEE5Original @altbalaji @ektaravikapoor @zee5premium @balajitelefilmslimited @aadyaguptaofficial @snehanamanandi @navneetkaur1012 @goddesst999 @rishika_nag @aartikhetarpal @gauravalugh @rathodvikram01 @mohit.duseja @kenghosh19 @k4ms @envyas @chloejferns @manjitsachdev @meghannmalik @sameer_mark @diljaansayyed

A post shared by Erk❤️rek (@ektaravikapoor) on

ଏତଦ୍ ବ୍ୟତୀତ ଏହାର ଟ୍ରେଲର ୧୨ ଡିସେମ୍ବରକୁ ରିଲିଜ ହେବ ବୋଲି ଏକତା ଜଣାଇଛନ୍ତି । ଏହା ସହିତ ୧୮ ଡିସେମ୍ବରକୁ ଟେଲିକାଷ୍ଟ ହେବ ବୋଲି ମଧ୍ୟ ଜଣାଇଛନ୍ତି ଏକତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More