Only for Entertainment

ଶାହାରୁଖଙ୍କ ଝିଅ ହୋଇଥିବାରୁ ଏହିଭଳି ମନେ କରୁଛନ୍ତି ସୁହାନା ।

aajtak
0 40

ଶାହାରୁଖଙ୍କ ଝିଅ ସୁହାନା ଇଂଷ୍ଟାଗ୍ରାମରେ ଖୁବ ଆକ୍ଟିଭ ରହିଥାନ୍ତି । ସମୟ ସମୟରେ ସେ ତାଙ୍କ ଫଟୋ ସେୟାର କରିଥାନ୍ତି । ଚର୍ଚ୍ଚା ହେଉଛିଯେ ସେ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ସୁହାନା ତାଙ୍କ ବନ୍ଧୁଙ୍କ ସହିତ ହଲିଡେ ମନାଉଥିବା ସମୟର ଏକ ଫଟୋ ସେୟାର କରିଛନ୍ତି ।

 

ଭିଡ଼ିଓରେ ସୁହାନା ଭିନ୍ନ ଭିନ୍ନ ସ୍ଥାନରେ ନଜର ଆସିଛନ୍ତି । ତେବେ ଭୋଗ ମାଗାଜନ ଅନୁସାରେ ସୁହାନାଙ୍କ ଫଟୋସୁଟ ଚର୍ଚ୍ଚାରେ ରହିଥିଲା । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲାଯେ ଶାହାରୁଖଙ୍କ ଝିଅ ହୋଇଥିବାରୁ ସେ କିଭଳି ଅନୁଭବ କରୁଛନ୍ତି,ତେବେ ସୁହାନା କହିଥିଲେ ଯେ ସେ ଅନୁଭବ କରିଥିଲେଯେ ସେ ସାମାନ୍ୟ ଭିନ୍ନ,କିନ୍ତୁ ତାଙ୍କ ବାପା ଏତେ ପ୍ରସିଦ୍ଧ ହୋଇଥିବେ ସେ କେବେ ମଧ୍ୟ ଜାଣିନଥିଲେ । ଏହା ସହିତ ସେ କହିଛନ୍ତିଯେ ଯେତେବେଳେ ମୁଁ ୫ ବର୍ଷର ହୋଇଥିଲି ସମସ୍ତେ ମୋତେ ଆମକୁ କେନ୍ଦ୍ର କରି ଦେଖି ରହୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More