Only for Entertainment

ବଜାରରେ ସଉତୁଣୀକୁ ଦେଖି ଧୈର୍ଯ୍ୟ ହରାଇ ବସିଲେ ମହିଳା, ଅର୍ଦ୍ଧଲଗ୍ନ ହୋଇ କଲେ ହଙ୍ଗମା

punjabkesari
283

ସହର ସ୍ଥିତ ଏକ କଲୋନୀରେ ରହୁଥିବା ଜଣେ ମହିଳା ରୋହତକ ଗେଟ ପୋଲିସ ପୋଷ୍ଟରେ ପଶିଯାଇ ଅର୍ଦ୍ଧଲଗ୍ନ ହୋଇ ସେହି ସମୟରେ ହଙ୍ଗମା ଆରମ୍ଭ କରିଦେଲେ ଯେତେବେଳେ ସେ ତାଙ୍କ ସଉତୁଣୀକୁ ଅନ୍ୟ ଏକ ମହିଳାଙ୍କ ସହିତ ବଜାରରେ ଦେଖିଲେ । ଏହାପରେ ସେ ଧୈର୍ଯ୍ୟହରା ହୋଇଗଲେ ଏବଂ ମହିଳାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ଆରମ୍ଭ କରିଦେଲେ । ଏହାକୁ ଜଣେ ହୋମଗାର୍ଡ଼ ଦେଖିଥିଲେ ।

 

ପୋଲିସ ଜଣକ ସିଭିଲ ଲାଇନ ଥାନାକୁ ଜଣାଇଲେ । ପୋଲିସ ମହିଳା ଜଣଙ୍କୁ ପୋଲିସ ପୋଷ୍ଟ ବାହାରକୁ ଆଣିବାକୁ ଚେଷ୍ଟା କଲେ ତ ମହିଳା ଜଣକ କପଡ଼ା ବାହାର କରି ଅର୍ଦ୍ଧଲଗ୍ନ ହୋଇଗଲେ । ପରେ ମହିଳା ପୋଲିସ ପହଂଚିବା ପରେ ମହିଳା ଜଣକୁ ଅକ୍ତିଆରକୁ ନିଆଗଲା । ମହିଳାଙ୍କ ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ଏହାର ଯାଂଚ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More