Only for Entertainment

ପତି ଏବଂ ଝିଅ ସହିତ ବୁଲିବା ପାଇଁ ବାହାରିଲେ ଐଶ୍ୱରୀୟା, ଗର୍ଭବତୀ ହେବାକୁ ନେଇ ଆସିଥିଲା ଉଡ଼ା ଖବର ।

bollywood tadka
31

ବଲିଉଡ ଅଭିନେତ୍ରୀ ଐଶ୍ୱରୀୟା ରାୟ ବଚ୍ଚନ ନିକଟରେ ପତି ଅଭିଷେକ ଏବଂ ଝିଅ ଆରାଧ୍ୟା ସହିତ ବୁଲିବା ପାଇଁ ବାହାରି ଯାଇଛନ୍ତି । ଏହି ସମୟରେ ତାଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଛି ।

ଖବର ଅନୁସାରେ ଐଶ୍ୱରୀୟା ପରିବାର ସହିତ ମଲେସିୟା ଯାଇଛନ୍ତି । ଫଟୋରେ ସବୁଥର ଭଳି ମା –ଝିଅଙ୍କର ଖାସ ବଣ୍ଡିଂ ନଜର ଆସିଛି ।

ଅଭିଷେକ ସଂପୂର୍ଣ୍ଣ କୁଲ ଅନ୍ଦାଜରେ ନଜର ଆସିଛନ୍ତି ।

ବଚ୍ଚନ ପରିବାର ଅଧିକାଂଶ ସମୟରେ ଏକା ସାଙ୍ଗରେ ସମୟ ବିତାଉ ଥିବାର ନଜର ଆସନ୍ତି । ନିକଟ ଅତୀତରେ ସେମାନେ ଗୋଆ ବୁଲିବାକୁ ଯାଇଥିଲେ ଏବଂ କେହି ଜଣେ ଫଟୋ କ୍ଲିକ କରି ଦେଇଥିଲା । ଯାହା ପରେ ଖବର ଆସିବାକୁ ଲାଗିଲାଯେ ଐଶ ଗର୍ଭବତୀ ଅଛନ୍ତି । ତେବେ ଏହାପରେ ଐଶଙ୍କ ପ୍ରବକ୍ତା କହିଲେଯେ ଏହା ଏକ ଉଡ଼ା ଖବର । ଭୁଲ କ୍ୟାମେରା ଆଙ୍ଗେଲ ଯୋଗୁଁ ଏଭଳି ଦେଖାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More