Only for Entertainment

ଭାଇରାଲ ହେଲା ଆମ୍ରପାଲି ଦୁବେଙ୍କ ଚିକେନ ବିରିୟାନୀ, ଚମ୍ପା କି ଜୱାନୀ ଗୀତ ।

timesnow
32

ଭୋଜପୁରୀ ଦିବା ଆମ୍ରପାଲି ଦୁବେଙ୍କ ଫିଲ୍ମ ‘ନିରୁହୁଆ ହିନ୍ଦୁସ୍ତାନୀ ଥ୍ରି’ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମରେ ଡ୍ୟାନ୍ସର ଚମ୍ପା ଭାବରେ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି । ଗୀତରେ ପୁଣି ଥରେ ସେ ଲୋକଙ୍କୁ ଦିୱାନା କରୁଥିବା ନଜର ଆସିଛି । ଆମ୍ରପାଲି ନିରୁହୁଆ ହିନ୍ଦୁସ୍ତାନୀରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମର ୩ଟି ସିରିଜରେ ତାଙ୍କ ସହିତ ଅଭିନେତା ଦୀନେଶ ଲାଲ ନଜର ଆସିଛନ୍ତି ।

 

View this post on Instagram

 

Started shooting #lallukilaila ??? please give your love and blessings ????

A post shared by Aamrapali ? (@aamrapali1101) on

୪ ବର୍ଷର କ୍ୟାରିଅରରେ ଆମ୍ରପାଲି ପ୍ରାୟ ୫୦ଟି ଫିଲ୍ମରେ କାମ କରି ସାରିଛନ୍ତି ।ତେବେ ‘ନିରୁହୁଆ ହିନ୍ଦୁସ୍ତାନୀ ଥ୍ରି’ ନଭେମ୍ବର ୧୪ରେ ରିଲିଜ ହୋଇଥିଲା । ଫିଲ୍ମରେ ଆମ୍ରପାଲିଙ୍କ ବ୍ୟତୀତ ନିରହୁଆ ଏବଂ ଶୁଭି ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଫିଲ୍ମରେ ଆମ୍ରପାଲି ସେକ୍ସି ଡ୍ୟାନ୍ସର ଚମ୍ପା ଭାବରେ ନଜର ଆସିଥିଲେ ।ତେବେ ଏହାର ଫଟୋକୁ ଆମ୍ରପାଲି ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ପୋଷ୍ଟ କରିଥିଲେ ଏବଂ କ୍ୟାପ୍ସନରେ ଲେଖିଥିଲେ ଯେ ଚମ୍ପା ଚରିତ୍ରକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

 

View this post on Instagram

 

Champa is loving all the love you’ll are showering on #Champa #bhojpuriswag ????

A post shared by Amrapali Dubey (@amrapalidubey_) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More