Only for Entertainment

ଏହି ବ୍ୟକ୍ତିଙ୍କ ବାୟୋପିକରେ ଅଭିନୟ କରିବାକୁ ଚାହାଁନ୍ତି ବରୁଣ ଧାୱନ ।

indianexpress.com
0 44

ଚଳଚ୍ଚିତ୍ର ଷ୍ଟୁଡେଂଟ୍ ଅଫ୍ ଦି ଇୟର୍ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିବା ଅଭିନେତା ବରୁଣ ଧୱନ, ଆଜି ବି-ଟାଉନ୍ର ଅନ୍ୟତମ ଲୋକପ୍ରିୟ ନାୟକର ଆଖ୍ୟା ପାଇଛନ୍ତି । ଅନେକ ସିନେମାରେ ସେ ନିଜ ଆକର୍ଷଣୀୟ ଅଭିନୟର ପ୍ରତିଭା ଦେଖାଇଛନ୍ତି ଏହି ଅଭିନେତା ଜଣକ । ଚଳିତ ବର୍ଷ ବି ତାଙ୍କ ଦମଦାର୍ ଅଭିନୟ ସୁଇ ଧାଗା ଏବଂ କଳଙ୍କ ଭଳି ସିନେମାରେ ଦେଖିବାକୁ ମିଳିବ । ଏହାକୁ ବାଦଦେଲେ ପାଇପ୍ ଲାଇନ୍ରେ ରହିଛି ରଣଭୂମି ଏବଂ କ୍ୟାଟ୍ରିନା କୈଫ୍ଙ୍କ ସହ ଏକ ଡ୍ୟାନ୍ସ ଫିଲ୍ମ ।

ତେବେ ଏସବୁକୁ ବାଦ୍ ଦେଲେ ବରୁଣଙ୍କୁ ଇଚ୍ଛା ବାଓପିକ୍ ସିନେମାରେ ଅଭିନୟ କରିବାର । ନିକଟରେ ଏକ ବୁକ୍ ଲଂଚ ଅବସରରେ ଯୋଗ ଦେବାବେଳେ ବରୁଣ ଧୱନ କହିଛନ୍ତି, ନିଜ ବାପା ଡେଭିଡ୍ ଧୱନଙ୍କ ଜୀବନୀକୁ ନେଇ ବାଓପିକ୍ ପ୍ରସ୍ତୁତ ହେଲେ ସେଥିରେ ସେ ଅଭିନୟ କରିବାକୁ ପସନ୍ଦ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More