Only for Entertainment

ମୋଟାପଣ ଦୂର କରେ ଛତୁ, ଜାଣନ୍ତୁ କିପରି

livestrong.com
0 60

ଛତୁ ସ୍ୱାସ୍ଥ୍ୟ ପକ୍ଷେ ବିଶେଷ ଲାଭଦାୟକ ହୋଇଥାଏ । ଏକ ରିପୋର୍ଟରୁ ଜଣାପଡ଼ିଛିଯେ ଏଥିରେ ଏଭଳି କିଛି ଔଷଧୀୟ ଗୁଣ ରହିଛି ଯାହା ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ସ୍ନାୟୁତନ୍ତ୍ର ସମ୍ବଦ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ବ୍ୟତୀତ ଆଉ କେଉଁ ଉପକାର ମିଳିଥାଏ ଆସନ୍ତୁ ଆଲୋଚନା କରିବା ।

  • ଛତୁ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ବୃଦ୍ଧି ହୋଇଥାଏ । ଏଥିରେ ଥିବା ଆଂଟି ଅକ୍ସିଡାଂଯ ଶରୀରକୁ ଭୟଙ୍କର ପ୍ରି ରେଡିକଲ୍ସ ଠାରୁ ରକ୍ଷା କରିଥାଏ । ଶରୀରରେ ପ୍ରୋଓିଯର ମାତ୍ରା ମଧ୍ୟ ବୃଦ୍ଧି ହୋଇଥାଏ । ଏହା ସହିତ କୋଷିକା ଗୂଡ଼ିକୁ ମଧ୍ୟ ସଜାଡ଼ି ଥାଏ । ଏହା ଏକ ପ୍ରାକୃତିକ ଔଷଧ ଭଳି କର୍ଯ୍ୟ କରିଥାଏ,ଯାହା ସଂକ୍ରମିତ ରୋଗ କବଳରୁ ରକ୍ଷା କରିଥାଏ ।
  • ଛଚ୍ଛୁରେ ଥିବା ଗ୍ଲୁକନ ଏବଂ କଂଜୁଗେଟ ସ୍ତନ କର୍କଟ ଏବଂ ପ୍ରୋଷ୍ଟେଟ ଭଳି ମାରାତ୍ମକ ରୋଗରୁ ମୁକ୍ତି ଦେଇଥାଏ ।
  • ହୃଦରୋଗ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ଛତୁ । ଏଥିରେ ଥିବା ଏନଜାଇମ ଏବଂ ଏକ ପ୍ରକାର ରସ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ ।
  • ଏହା ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏଥିରେ ଭିଟାମିନ,ମିନେରାଲ ଏବଂ ଫାଇବର ମିଶିକରି ରହିଛି । ଏଥିରେ ସୁଗାରର ମାତ୍ରା ମଧ୍ୟ କମ ଥାଏ । ଶରୀରରେ ଇନସୁଲିନ ମାତ୍ରାକୁ ବଢାଇଥାଏ ।
  • ମୋଟାପଣ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ଛତୁ ଖାଇବା ଉଚିତ । ଡାକ୍ତର ମଧ୍ୟ ଏହା ପରାମର୍ଶ କରିଥାନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More