Only for Entertainment

ଚୀନ ଯୁବତୀଙ୍କ ଭିଡିଓ ହେଉଛି ଭାଇରାଲ, ମେକଅପ ଛଡାଇବା ପରେ ଲୋକେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ ।

NDTV
0 65

ମହିଳାମାନେ ସାଧାରଣତଃ ସୌନ୍ଦର୍ଯ୍ୟ ପ୍ରିୟ । ସେମାନେ ନିଜକୁ ଆକର୍ଷଣୀୟ ଦେଖାଇବା ପାଇଁ ମେକଅପ କରିଥାନ୍ତି । ଆଉ କିଛି ମହିଳା ଏପରି ମେକଅପ କରନ୍ତି ଯେ, ସେ ନିଜ ଠାରୁ ଅଲଗା ଦେଖାଯାଇଥାନ୍ତି । ଏହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଭିଡିଓରେ କିଛି ଝିଅଙ୍କର ମେକଅପ ପୂର୍ବରୁ ଏବଂ ପରର ଦୃଶ୍ୟ ରହିଛି । ଏକ ମିନିଟ ୪୫ ସେକେଣ୍ଡର ଏହି ଭିଡିଓ

ଚାଇନାରେ ଏକ ଫେସବୁକରେ ପୋଷ୍ଟ କରାଯାଇଥିଲା । ଦୁଇ ସପ୍ତାହ ତଳେ ଏହି ଭିଡିଓଟି ପୋଷ୍ଟ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଏହାକୁ ୬କୋଟିରୁ ଅଧିକ ଲୋକ ଦେଖିଲେଣି, ୧ଲକ୍ଷରୁ ଅଧିକ ମତ ଦେଇଥିଲା ବେଳେ ଭିଡିଓଟି ୭ଲକ୍ଷ ସେୟାର ହୋଇଛି ।

ଚୀନର କିଛି ଯୁବତୀଙ୍କର ଏହି ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଯୁବତୀ ମାନେ କିପରି ମେକଅପ ପରେ ଧିରେଧିରେ ନିଜ ମେକଅପ ଛଡାଉଛନ୍ତି ଏବଂ ତାଙ୍କ ପ୍ରକୃତ ମୁହଁ ଦେଖାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More