Only for Entertainment

ଆଉ ନାହାଁନ୍ତି ସାଉଥ ସୁପରଷ୍ଟାର ବେଣୁ ମାଧବ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

indian express
1,157

ଅଳ୍ପ କିଛି ସମୟ ପୂର୍ବରୁ ଆମେ ଆପଣଙ୍କୁ ବେଣୁ ମାଧବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାର ସୂଚନା ଦେଇଥିଲୁ । କିନ୍ତୁ ବତ୍ତର୍ମାନ ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସାରେ ଆଜି ବୁଧବାର ୧୨ଟା ୨୦ ମିନିଟରେ ବେଣୁ ମାଧବଙ୍କର ୩୯ ବର୍ଷ ବୟସରେ ପରଲୋକ ହୋଇଛି ।
ତେଲୁକୁ ଫିଲ୍ମର ପିଆରଓ ଭମସୀ କାକଟ ତାଙ୍କ ଟ୍ୱିଟର ଆକାଉଂଟରେ ଏହି ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି ଆକ୍ଟର ବେଣୁ ମାଧବ ୧୨ଟା ୨୦ରେ ଚାଲି ଯାଇଛନ୍ତି । ଉଭୟ ପରିବାରବର୍ଗ ଏବଂ ଡାକ୍ତର ଏହାକୁ କନଫର୍ମ କରିଛନ୍ତି । ତେବେ ବେଣୁଙ୍କ ପରଲୋକ  ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି ହେଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More