Only for Entertainment

ଡାନ୍ସିଂ ଅଙ୍କଲ ଡବ୍ୱୁ ‘କମରିୟା’ରେ ଲଚକେଇଲେ ଅଂଟା, ଗୋବିନ୍ଦା ଷ୍ଟାଇଲରେ ଦେଖାଇଲେ ଗରବା, ଭିଡିଓ ହେଲା ଭାଇରାଲ !

0 44

ଡାନ୍ସିଂ ଅଙ୍କଲ ଡବ୍ୱୁ ଓରଫ ସଂଜୀବ ଶ୍ରୀବାସ୍ତବଙ୍କ ନୂଆ ଧମାକା ଆସିଛି ସାମ୍ନାକୁ । ନିର୍ଦ୍ଦେଶକ ନିତୀନ କକ୍କଡଙ୍କ ଫିଲ୍ମ ‘ମିତ୍ରୋଁ’ର ନିକଟରେ ରିଲିଜ ହୋଇଥିବା ଗୀତ ‘କମରିୟା’ଦର୍ଶକଙ୍ୁ ଖୁବ ପସନ୍ଦ ଆସିଛି । ଫିଲ୍ମର ଏହି ଗୀତରେ ଜ୍ୟାକି ଭଗନାନୀ ଏବଂ କ୍ରିତିକା କାମରା ନିଜର କ୍ରେଜି ଡ୍ୟାନ୍ସ ମୁଭ୍ସରେ ଲୋକଙ୍କୁ ମତୁଆଲା କରିଛନ୍ତି ।

ଏହି ଗୀତ କେବଳ ଦର୍ଶକଙ୍କୁ ଆକର୍ଶିତ କରିଛନ୍ତି ଏବଂ ଏହି ଗୀତରେ ପ୍ରସିଦ୍ଧ ହୋଇଥିବା ଡାନ୍ସିଂ ଅଙ୍କଲ ଓରଫ ସଂଜୀବ ଶ୍ରୀବାସ୍ତବ ନିଜକୁ ଏହି ଗୀତରେ ଡ୍ୟାନ୍ସ କରିବା ପାଇଁ ରୋକି ପାରିଲେ ନାହିଁ ।

ଜାକି ଭଗନାନୀ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁତିରେ ସେ ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More