Only for Entertainment

କ୍ୟାପଟେନ କୁଲ ଧୋନିଙ୍କ ସହିତ ଠୁମକା ଲଗାଇଲେ ବଲିଉଡ ବିୟୁଟି ଦୀପିକା, ଦେଖନ୍ତୁ ଭିଡିଓ

AajTak
0 104

ଦୀପିକା ପାଦୁକୋନ ଏବଂ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଡ୍ୟାନ୍ସ ଭିଡିଏ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମଥର ପାଇଁ ଦୀପିକା ପାଦୁକୋନ ଜିଓ ଥିମ ସିଙ୍ଗ ‘ଧନ ଧନା ଧନ’ରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ ଟିମ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

 

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏହି ଭିଡିଓରେ ଦୀପିକାଙ୍କ ସହିତ ତାଳ ଦେଇ ଧୋନି, ରୋହିତ ଶର୍ମା ଏବଂ ହାର୍ଦ୍ଧିକ ପାଣ୍ଡିଆଙ୍କ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହା ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି କାରଣ ବଲିଉଜ ସେଲିବ୍ରିଟି ଏବଂ ଆପିଏଲର ସଂଗମ ଏଠାରେ ଦେଖିବାକୁ ମିଳିଛି । ଏହି ଆଡ ସୁଟରେ ଦୀପିକା ଗୋଲଡେନ ଡ୍ରେସ ଏବଂ ବ୍ଲାକ ହାଇ ବୁଟରେ ନଜର ଆସିଛନ୍ତି । ଏହି ଭିଡିଓକୁ ଦୀପିକାଲଭଜ’ର ଇନଷ୍ଟାଗ୍ରାମ ପେଜରେ ଶେୟାର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More