Only for Entertainment

ବର ରଣବୀର ସିଂଙ୍କ ପ୍ରଥମ ଫଟୋ ଆସିଲା ସାମ୍ନାକୁ, ଧଳା ସେରୱାନୀରେ ଆସିଲେ ନଜର !

BollywoodShaadis
29

ଦୀପିକା ପାଦୁକୋଣ ଏବଂ ରଣବୀର ସିଂଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ପୂରା ଦିନ ଏହି ନୂଆ ଯୋଡିକୁ ଦେଖିବା ଲାଗି ଫ୍ୟାନ୍ସ ଖୁବ ଅପେକ୍ଷା କରିଥିଲେ । ମାତ୍ର ଏତେ ଅପେକ୍ଷା ପରେ ବି ଗୋଟେ ହେଲେ ଫଟୋ ସାମ୍ନାକୁ ଆସିନଥିଲା, ଏହାର କାରଣ ହେଉଛି କଡା ସିକ୍ୟୁରିଟି କାରଣରୁ ଦୁହିଁଙ୍କ ଫଟୋ ସାମ୍ନାକୁ ଆସିପାରିନାହିଁ ।

 

View this post on Instagram

 

Dulha ?❤ #deepveerwedding #ranveersingh #deepveer #deepikapadukone #deepikaranveerwedding #deepikaranveerkishadi #deepveerwedding #deepveerkishaadi#deepikaranveer @ranveersingh_holic #deepveerwedding#deepveer Follow ➡ @ranveersingh_holic for more updates??? @ranveersingh_holic #ranveersingh_holic @ranveersingh @deepikapadukone @iamsrk #morningpost#bajiraomastani#ranveersing#GainLikes ??❤????????? * * * * * { Follow for more ➡ @ranveersingh_holic } * * * * ❤?❤?❤?❤?❤ #deepveer #salmankhan #shahrukhkhan#deepveer #bollywoodactress #katrinakaif #priyankachopra #varundhawan #aliabhatt #sonamkapoor #kingkhan? #bollywoodcouple #akshaykumar #jacquelinefernandez #indian

A post shared by ? RANVEER SINGH FC? (@ranveersingh_holic) on

କିନ୍ତୁ ଏହା ମଧ୍ୟରେ ବର ରଣବୀର ସିଂଙ୍କ ଫଟୋ ସାମ୍ନାକୁ ଆସିଛି , ଯାହା ଏବେ ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଫ୍ୟାନ୍ସ ମାନେ ନିଶ୍ଚୟ ଖୁସି ହୋଇଯିବେ । ରଣବୀର ସିଂ ଏହି ଫଟୋରେ ଖୁବ ହ୍ୟାଣ୍ଡସମ ନଜର ଆସିଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ୬ବର୍ଷ ସମ୍ପର୍କରେ ପରେ ଦୁହେଁ ଗତକାଲି ଇଟାଲୀରେ ବିବାହ କରିଛନ୍ତି । ଦୁହେଁ ପ୍ରଥମେ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଲିୟୋଁ କି ରାସଲୀଲା- ରାମଲୀଲା’ରେ କାମ କରିଥିଲେ , ଏହାପରେ ହିଁ ଦୁହିଁଙ୍କ ଅଫେୟାର ଆରମ୍ଭ ହୋଇଥିଲା । ଏହାପରେ ଦୀପିକା ଏବଂ ରଣବୀର ବାଜିରାଓ ମସ୍ତାନୀ ଏବଂ ପଦ୍ମାବତ ଭଳି ବ୍ଲକବାଷ୍ଟର ଫିଲଲ୍ମ ମଧ୍ୟ ଦେଇଥିଲେ ।

 

View this post on Instagram

 

– Deepveer’s families and friends from their Konkani wedding which took place at today morning in Lake como, Italy. They are due to have a Sindhi wedding on thursday ( tomorrow) . _____ This is unfair yaaaaaarrr we’re WAITING and got everyone’s pic put them but check pic no.2 it’s like it’s Ranveer but again we can’t see his face ???‍♀️! Ritika And Anisha looking BEAUTIFUL ?❤️ ➖ اصدقاء وأقارب رانفير وديبيكا من حفل زفافهما الكونكاني الذي حدث اليوم صباحاً في بحيرة كومو بإيطاليا. ومن المقرر أن يكون هناك حفل زفاف سندي يوم الخميس (غدا). ____________ شهالظلم ؟ شفنا كل الناس الا المعاريس ! بس جيكوا على صوره رقم ٢ المعرس بس ك نقدر نشوف وجهه! ???‍♀️المهم خوات المعاريس طالعين يهبلون?❤️ ___________________ ⁦‪#RanveerSingh‬⁩ ‎⁧‫#رانفير_سينغ‬ #deepveer #deepikapadukone

A post shared by Ranveer singh FC ♥️ (@ranveersinghtbt) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More