Only for Entertainment

ଏପରି ସ୍ଥାନରେ ରଖନ୍ତୁ ନାହିଁ ସମ୍ପର୍କ, ଅସୁବିଧାରେ ପଡିପାରନ୍ତି !

68

ପୁରୁଷ ଓ ନାରୀ ମଧ୍ୟରେ ଶାରୀରିକ ସମ୍ପର୍କ ନିତ୍ୟାନ୍ତ ଜରୁରୀ । ତେବେ ଶାସ୍ତ୍ର ପୁରାଣରେ ପୁରୁଷ ଓ ନାରୀ ମଧ୍ୟରେ ଶାରୀରିକ ସମ୍ପର୍କ ନେଇ କିଛି କଟକଣା ମଧ୍ୟ ରହିଛି । ଅନେକ ସମୟରେ ଅଜାଣତରେ ହେଉ ପଛେ ଏହି ଶାରୀରିକ ସମ୍ପର୍କକୁ ନେଇ ମଣିଷ ଭୁଲ କରି ବସେ । ଫଳରେ ତା ଜୀବନରେ ଏହାର ଗଭୀର ପ୍ରଭାବ ପରିଲକ୍ଷିତ ହୁଏ । ତେବେ କେଉଁ ସମସ୍ତ ସ୍ଥାନରେ ଶାରୀରିକ ସମ୍ପର୍କ ରଖିଲେ ଆପଣ ଭାଗ୍ୟରେ ଅସୁବିଧା ଆସିପାରେ ତାହା ଜାଣି ରଖନ୍ତୁ ।

  • ପୂଜାରି କିମ୍ବା କୈାଣସି ଧାର୍ମିକ ବ୍ୟକ୍ତି ଓ ସାଧୁ ସନ୍ଥଙ୍କ ଆଗରେ ଅନ୍ତରଙ୍ଗ ମହୂର୍ତ ସ୍ଥାପନ କରନ୍ତୁ ନାହିଁ ।
  • ମନ୍ଦିର ସାମ୍ନାରେ କିମ୍ବା ଆଖାପାଖରେ କୌଣସି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।
  • ଯଦି କୈାଣସି ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି ତାହେଲେ ସେଠାରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।
  • ଛୁଆ ଆଗରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଶାସ୍ତ୍ରରେ ମଧ୍ୟ ଏହାକୁ ବାରଣ କରାଯାଇଛି । ଶିଶୁର ଉପସ୍ଥିତିରେ ତା ଆଗରେ ଅନ୍ତରଙ୍ଗ ମୂହୁର୍ତ ସ୍ଥାପନ କରିବା ଦ୍ଵାରା ଏହା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।
  • ନଦୀ କିମ୍ବା କୋଣସି ଜଳପ୍ରପାତ ଠାରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । କୁହାଯାଏ ଯେ ପାଣିର କଳକଳ ଧ୍ୱନି ଅଶୁଭ ହୋଇଥାଏ । ଶାରୀରିକ ସମ୍ପର୍କ ରଖିବା ସମୟରେ ଏହି ଶଦ୍ଦ ହାନୀ ଘଟାଇଥାଏ ।
  • ଧାର୍ମିକ ଉଦ୍ଦେଶ୍ୟରେ ଜଳା ହେଉଥିବା ନିଆଁ ପାଖରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ ।
  • ଶ୍ମଶାନ କିମ୍ବା ମୃତଦେହ ପାଖରେ କାହା ସହ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ । ଆହୁରି ମଧ୍ୟ ଗୋଟିଏ ଛାତ ତଳେ ଯଦି କାହାର ଶବ ରଖାଯାଇଛି ତାହାଲେ ଶାରୀରିକ ସମ୍ପର୍କକୁ ବର୍ଜନ କରନ୍ତୁ ।
  • ଘରେ କିମ୍ବା ବାହାରେ କୈାଣସି ରୋଗୀଣା ଲୋକଙ୍କ ଆଖପାଖରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଯଦି କୈାଣସି ରୋଗୀଣା ଲୋକ ଆରାମ କରୁଛନ୍ତି କିମ୍ବା କେହି ମୃତ୍ୟୁ ଶଯ୍ୟାରେ ଅଛି ସେହି ସମୟରେ ଶାରୀରିକ ସମ୍ପର୍କରୁ ନିବୃତ ରୁହନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More