Only for Entertainment

‘ଟିପ ଟିପ ବରଷା ପାନି’ରେ ଯୁବତୀ କଲେ ଏପରି ଡ୍ୟାନ୍ସ ଭିଡିଓ ହେଉଛି ଭାଇରାଲ

zee news
0 122

ସୋସିଆଲ ମିଡିଆ ପ୍ରତ୍ୟେକ ଦିନ ଅଧିକ ରୁ ଅଧିକ ଲୋକେ ଯୋଡି ହେବାରେ ଲାଗିଛନ୍ତି । କାରଣ ଆଜିକାଲି ନିଜ ଟ୍ୟାଲେଣ୍ଟକୁ ଦୁନିଆ ସମ୍ନାକୁ ଆଣିବାର ଏହା ଏକ ମାଧ୍ୟମ ପାଲଟିଛି । ଯେଉଁ ଲୋକମାନଙ୍କୁ ନିଜ ଟ୍ୟାଲେ ଣ୍ଟ ଦେଖାଇବାକୁ କୌଣସି ପ୍ଲାଟଫର୍ମ ମିଳୁନାହିଁ ସେମାନଙ୍କ ପାଇଁ ସୋସିଆଲ ମିଡିଆ ବରଦାନ ଭାବେ ଉଭା ହୋଇଛି ।

ନିକଟରେ ସୋସିଆଲ ମିଡିଆରେ ଏକ ଯୁବତୀଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ୟୁବତୀ ଜଣଙ୍କ ରବୀନା ଟଣ୍ଡନଙ୍କ ଫିଲ୍ମ ‘ମୋହରା’ର ଗୀତ ‘ଟିପ ଟିପ ବରଷା ପାନି’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡିଓ…

ଏହି ଭିଡିଓକୁ ଅର୍ପନା ଝା ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରାଯାଇଛି । ଭିଡିଓକୁ ବର୍ତ୍ତମାନ ଶୁଦ୍ଧା ୪ ଲକ୍ଷ ୪୧ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି । ଭିଡିଓରେ ଅର୍ପନାଙ୍କ ଡ୍ୟାନ୍ସକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More