Only for Entertainment

ଗ୍ରାମୀ ଆୱାର୍ଡ ୨୦୧୯ : ଏହି ଗୀତ ହେଲା ସଙ୍ଗ ଅଫ ଦି ଇୟର, ଲେଡୀ ଗାଗାଙ୍କୁ ତିନୋଟି ଟ୍ରଫି

The Herald-Mail
45

୬୧ ତମ ଗ୍ରାମୀ ଆୱାର୍ଡସ ୧୧ ଫେବୃଆରୀ ୨୦୧୯ରେ ଆୟୋଜିତ କରାଯାଇଥିଲା । ଗ୍ରାମୀ ଆୱାର୍ଡସକୁ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ ଆୱାର୍ଡରେ ଗଣାଯାଇଥାଏ । ଏହି ଆୱାର୍ଡ ଶୋ’ରେ ଦିସ ଇଜ ଆମେରିକା ସଙ୍ଗକୁ ସଙ୍ଗ ଅଫ ଦି ଇୟର ଭାବେ ଚୟନ କରାଯାଇଛି । ଏଲିସିଆ କିଜ ଏହି ଆୱାର୍ଡ ଶୋ’କୁ ହୋଷ୍ଟ କରିଥିଲେ ଏବଂ ଦ ରେକର୍ଡିଂ ଏକାଡୋମୀ ଏହାର ଆୟୋଡନ କରିଥିଲେ ।

ବିଜେତା ଏବଂ ନୋମିନେସନ ବିଷୟରେ କହିବାକୁ ଗଲେ ଦିସ ଇଜ ଆମେରିକା ସଙ୍ଗକୁ ସର୍ବ ଶ୍ରେଷ୍ଠ ଗୀତର ଆୱାର୍ଡ ମିଳିଥିବା ବେଳେ ଲେଡୀ ଗାଗାଙ୍କ ଗୀତ ହୋୟାର ଡୁ ୟୁ ଥିଙ୍କ ୟୁ ଆର ଗୋଇଂକୁ ବେଷ୍ଟ ପପ ସୋଲୋ ପଫମାନ୍ସ କ୍ୟାଟେଗୋରୀରେ ଆୱାର୍ଡ ମିଳିଛି । ତେବେ ଲେଜୀ ଗାଗାଙ୍କ ଆଉ ଏକ ଗୀତକୁ ମଧ୍ୟ ଏହି ଆୱାର୍ଡ ଶୋ’ରେ ସମ୍ମାନୀତ କରାଯାଇଛି । ବ୍ରାଡଲି କପୁରଙ୍କ ସହିତ ଗାଗା ଗାହଇଥିବା ଶୌଲୋ ସଙ୍ଗକୁ ବେଷ୍ଟ ଡୁଓ ପଫର୍ମାନ୍ସ ଏବଂ ରେର୍କଡ ଅଫ ଦି ଇୟର ଆୱାର୍ଡ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More