Only for Entertainment

ରିଲିଜ ହେଲା ‘ହେଲିକାପ୍ଟର ଇଲା’ର ଆଉ ଏକ ଗୀତ, ଦେଖିବାକୁ ମିଳିଲା ଜଣେ ମା’ର ଇମୋସନାଲ ଜର୍ଣ୍ଣି ।

Times of India
44

ବଲିଉଡ ଅଭିନେତ୍ରୀ କାଜୋଲଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ହେଲିକାପ୍ଟର ଇଲା’ର ନୂଆ ଗୀତ “ଡୁବା ଡୁବା”କୁ ରିଲିଜ କରାଯାଇଛି । ଏହି ଗୀତକୁ ସାରେଗାମାପା ମ୍ୟୁଜିକର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି । ଏହି ଫିଲ୍ମରେ କାଜୋଲ ଏକ ମା’ ଭୂମିକାରେ ନଜର ଆସିବେ । ଗୀତରେ କାଜୋଲଙ୍କ ଚରିତ୍ରର ଭିନ୍ନ ଭିନ୍ନ ପରିସ୍ଥିତିକୁ ଦର୍ଶାଯାଇଛି । ଯାହା ଆପଣଙ୍କୁ ଖୁବ ଭାବୁକ କରିଦେବ । ଏହି ଗୀତରେ ଅରିଜିତ ସିଂ ଏବଂ ସୁନିଧି ଚୌହାନଙ୍କ ଭଏସର ଯାଦୁ ଶୁଣିବାକୁ ମିଳିଛି । ଏହାର ଲିରିକ୍ସ ସ୍ୱାନନ୍ଦ କିରାକିରେ ଲେଖିଥିବା ବେଳେ ସଙ୍ଗିତ ଭାର ତୁଲାଇଛନ୍ତି ଅମିତ ତ୍ରୀବେଦୀ ।

କାଜୋଲଙ୍କ ୪୪ ତମ ଜନ୍ମଦିନ ଅବସରରେ ଫିଲ୍ମର ଟ୍ରେଲର ଲଂଚ କରାଯାଇଥିଲା । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମର କାହାଣୀ ମା’- ପୁଅକୁ ନେଇ ଗତିଶୀଳ । ଫିଲ୍ମ ୧୨ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More