Only for Entertainment

ସାବଧାନ! ରେଲୱେ ନିୟମ ଭାଙ୍ଗିଲେ ଯମ ଉଠାଇ ନେବ

punjabkesari
31

ସଡ଼କ ହେଉ ବା ରେଳ ରାସ୍ତା ସମସ୍ତେ ନିୟମ ମାନି ଚଳାଚଳ କରନ୍ତି । ସଚେତନ ସୃଷ୍ଟି କରିବା ପରେ ମଧ୍ୟ ଲୋକମାନେ ନିୟମ ଉଲଙ୍ଘନ କରୁଛନ୍ତି । ଏବେ ମୁମ୍ବାଇର ପଶ୍ଚିମ ରେଲୱେ ଏହି ସମସ୍ୟାର ସମାଧାନ ପାଇଁ ଯମରାଜଙ୍କ ସାହାରା ନେଇଛନ୍ତି । ଯିଏ ନିୟମ ଉଲଙ୍ଘନ କରୁଛି ତାକୁ ଦଣ୍ଡ ମିଳୁଛି ।

ଘଟଣା ମୁମ୍ବାଇର । ଏଠାରେ ସାଧରଣ ଭାବରେ ଯିବା ଆସିବା କରୁଥିବା ସମୟରେ ଲୋକଙ୍କ ସାମ୍ନାରେ ପହଂଚି ଯାଉଛନ୍ତି ଯମରାଜ । ଏହାପରେ ନିମୟ ଭାଙ୍ଗିଥିବା ବ୍ୟକ୍ତିକୁ କାନ୍ଧରେ ଉଠାଇ ନେଇ ଯାଉଛନ୍ତି । ଏହା ସହିତ ବସ ଉଠ କରାଉଛନ୍ତି ।

ବାସ୍ତବରେ ଏହା ଏକ ନିଆରା ଉଦାହରଣ ସାଜିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More