Only for Entertainment

ଚିକିତ୍ସା ପରେ ସାମ୍ନାକୁ ଆସିଲା ଇରଫାନଙ୍କର ପ୍ରଥମ ଫଟୋ ।

amarujala
0 33

ଇରଫାନ ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ସେ ନ୍ୟୁରୋଲଣ୍ଡୋକ୍ରାଇନ କର୍କଟରେ ପିଡ଼ିତ । ସବୁଠାରୁ ଖାସ କଥା ହେଉଛିଯେ ଚିକିତ୍ସା ପରେ ସେ ଖୁବ ଶୀଘ୍ର ଭଲ ହେଉଛନ୍ତି । କିନ୍ତୁ ଏବେ ତାଙ୍କର ଦେଶକୁ ଫେରିବାର କୌଣସି ଯୋଜନା ନାହିଁ । ଏବେ ସେ ଲଣ୍ଡନରେ ରହି ଚିକିତ୍ସା ହେବେ । ଏହି ମଧ୍ୟରେ ଇରଫାନଙ୍କ ଫଟୋ ସାମ୍ନାକୁ ଆସିଛି ।

ଫଟୋରେ ଇରଫାନ ଖୁବ କମଜୋର ନଜର ଆସୁଛନ୍ତି ଏବଂ ତାଙ୍କ ଓଜନ ମଧ୍ୟ ହ୍ରାସ ହୋଇଛି । ତେବେ ତାଙ୍କର ଏହି ଫଟୋ ତାଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ଗିଫ୍ଟ ଠାରୁ କମ ନୁହେଁ ।

 


ଏହା ପୂର୍ବରୁ ଇରଫାନଙ୍କର ଜଣେ ବନ୍ଧୁ ଲଣ୍ଡନରୁ ଫେରି କହିଥିଲେଯେ ଇରଫାନ ଧୀରେ ଧୀରେ ଭଲ ହେଉଛନ୍ତି । ଖବର ଅନୁସାରେ ଚିକିତ୍ସା ପରେ ଏହି ବର୍ଷ ଶେଷ ସୁଦ୍ଧା ଇରଫାନ ଭାରତ ଫେରିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More