Only for Entertainment

ଇଶାନ ଗାଇଲେ ଫିଲ୍ମ ‘ଧଡକ’ର ଟାଇଟଲ ଟ୍ରାକ, ଭିଡିଓ ଭାଇରାଲ ।

Amar Ujala
0 39

ବଲିଉଡ ଅଭିନେତା ଇଶାନ ଖଟ୍ଟର ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ ‘ଧଡକ’ ବକ୍ସ ଅଫିସରେ ଭଲ କଲେକ୍ସନ କରିପାରିଛି । ଫିଲ୍ମ ଏପର୍ଯ୍ୟନ୍ତ ୬୦ କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇ ପାରିଛି । ନିକଟରେ ଫିଲ୍ମର ଅଭିନେତା ଇଶାନ ଖଟ୍ଟରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

Unlimite talent ?? ishaan ? ? @ishaan95

A post shared by Ishaan_Janhvi (@dhadak_ishaanjanhvi) on

ଏହି ଭିଡିଓରେ ଇଶାନ ‘ଧଡକ’ ଫିଲ୍ମର ଟାଇଟଲ ଟ୍ରାକ ଗାଉ ଥିବାର ଦେଖିବାକୁ ମିଳିଛି । ଆପ ଜରିଆରେ ଇଶାନ ଏହି ଗୀତ ଗାଉଥିବା ନଜର ଆସିଛି କାରଣ ବ୍ୟାକଗ୍ରାଉଣ୍ଡରେ ଗୀତର ମ୍ୟୁଜିକ ଶୁଣାଯାଇଛି । ତେବେ ଇଶାନଙ୍କ ଫ୍ୟାନମାନଙ୍କୁ ଏହି ଭିଡିଓ ଖୁବ ମପସନ୍ଦ ଆସିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଜାହ୍ନବୀ ଏବଂ ଇଶାନଙ୍କ ଏହି ଫିଲ୍ମ ଧଡକ ଫିଲ୍ମ ସୈରାତର ହିନ୍ଦୀ ରିମେକ । ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମକୁ ଶଶାଙ୍କ ଖେତାନ ନିର୍ଦ୍ଦେଶନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More