Only for Entertainment

ଜଷ୍ଟିନ୍ ବିବର ପତ୍ନୀ ସହିତ ଶେୟାର କଲେ ବେଡରୁମ ଫଟୋ । ଚର୍ଚ୍ଚାରେ କେମେଷ୍ଟ୍ରି

Facebook
144

ପପ୍ ସିଙ୍ଗର ଜଷ୍ଟିନ ବିବର ଏବଂ ତାଙ୍କ ପତ୍ନୀ ହାଲି ବାଲ୍ଡବିନ ହଲିଉଡର କୁଲେଷ୍ଟ କପଲ ମାନଙ୍କ ମଧ୍ୟରୁ ଜଣେ । ହ୍ୟାଲିଙ୍କ ପାଇଁ ଜଷ୍ଟ୍ରିନଙ୍କ ପ୍ରେମ କାହାକୁ ଅଛପା ନାହିଁ । ନିକଟରେ ଜଷ୍ଟିନ ବିବର ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ପତ୍ନୀ ହ୍ୟାଲିଙ୍କ ସହିତ ବେଡରୁମର ଏକ ରୋମାଂଟିକ ଫଟୋ ଶେୟାର କରିଛନ୍ତି । ସେଲ୍ଫିରେ ଜଷ୍ଟିନ ତାଙ୍କ ପତ୍ନୀଙ୍କ ସହିତ ଖୁବ ଇଂଟିମେଂଟ ନଜର ଆସିଛନ୍ତି । ଫଟୋରେ ଜଷ୍ଟିନ ବିନା ସର୍ଟରେ ଅଛନ୍ତି, ଯେତେବେଳେ ହ୍ୟାଲି ଜଷ୍ଟିନଙ୍କ କାନ୍ଧରେ ମୁଣ୍ଡ ରଖିଥିବା ନଜର ଆସିଛନ୍ତି ।

 

 

View this post on Instagram

 

My lips get jealous of my arms cuz I can hold you with them

A post shared by Justin Bieber (@justinbieber) on

ଜଷ୍ଟିନଙ୍କ ଫଟୋ ଭଳି ତାଙ୍କ କ୍ୟାପ୍ସନ ମଧ୍ୟ ରୋମାଂଟିକ । ଫଟୋର କ୍ୟାପ୍ସନରେ ଜଷ୍ଟିନ ଲେଖିଛନ୍ତି ‘My lips get jealous of my arms cuz I can hold you with them.’ । ଜଷ୍ଟିନଙ୍କର ପତ୍ନୀ ସହିତ ଏହି ଫଟୋ ଖୁବ ଭାଇରାଲ ହେଉଛି । ଏପର୍ଯ୍ୟନ୍ତ ଏହି ଫଟୋକୁ ୭ ମିଲିଅନରୁ ଅଧିକ ଲୋକ ଲାଇକ କରି ସାରିଛନ୍ତି ।

କହିରଖୁଛୁ ପ୍ରଥମେ ଖବର ଆସୁଥିଲା ଦୁଇଜଣ ୨୦୧୯ରେ ବିବାହ କରିବେ, କିନ୍ତୁ ୨୦୧୮ରେ ଦୁଇଜଣ ବିବାହ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଦୁଇଜଣଙ୍କ ବିବାହ ଦେଖି କିଛି ଲୋକ କହିଲେ ଏମାନଙ୍କ ସମ୍ପର୍କ ୧ ବର୍ଷରୁ ଅଧିକ ନୁହେଁ, କିନ୍ତୁ ଦିନକୁ ଦିନ ଏମାନଙ୍କ ମଧ୍ୟରେ ଅଧିକ ଭଲପାଇବା ନଜର ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More