ନମସ୍ତେ ଇଂଲଣ୍ଡ ସେଟରୁ ଆଉ ଏକ ନୂଆ ଫଟୋ ସେୟାର
ନମସ୍ତେ ଇଂଲଣ୍ଡ ସେଟରୁ ଆଉ ଏକ ନୂଆ ଫଟୋ ସେୟାର କଲେ ଅଭିନେତା ଅର୍ଜୁନ କପୁର୍ । ଫଟୋରେ ତାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ନିର୍ଦ୍ଦେଶକ ବିପୁଲ୍ ଶାହ ବି ଆସିଛନ୍ତି ନଜର । ଫଟୋର କ୍ୟାପସନ୍ ରହିଛି ‘ପଂଜାବ କି ଖେତ୍, ଲଣ୍ଡନ କି ଗଲିୟାଁ’ । ସେ ଏହି ଫଟୋ ନିର୍ଦ୍ଧେଶକଙ୍କୁ କୃତଜ୍ଞତା ଜଣାଇ ନିଜର ଖୁସି ଜାହିର କରିଛନ୍ତି ।