Only for Entertainment

ପ୍ୟାର ଦୋ ପ୍ୟାର ଲୋ’ଗୀତରେ ପୁଣିଥରେ ଡାନ୍ସ କଲେ ନୋରା,ନିଜର କିଲର ଅନ୍ଦାଜରେ ଲୋକଙ୍କୁ କଲେ ମତୁଆଲା, ଭିଡିଓ !

30

ନୋରା ଫତେହି ସବୁବେଳେ ନିଜ ଡାନ୍ସକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ସେହିକାରଣରୁ ତାଙ୍କର ସମସ୍ତ ଗୀତ ହିଟ ହୋଇଥାଏ । ଗୋଟିଏ ପରେ ଗୋଟିଏ ଧମାକାଦାର ଡାନ୍ସ ଭିଡିଓ ତାଙ୍କର ଭାଇରାଲ ହୋଇଥାଏ । ସେହିପରି ନୋରାଙ୍କ ସମସ୍ତ ଭିଡିଓ ଭାଇରାଲ ହୋଇଯାଏା କିନ୍ତୁ ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡିଓରେ ନୋରା ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ମରଜାୱାଁ’ର ଆଇଟମ ସଙ୍ଗ ‘ପ୍ୟାର ଦୋ ପ୍ୟାର ଲୋ’ରେ ଡାନ୍ସ କରିଛନ୍ତି ।


ନୋରା ଫତେହି ଏହି ଡାନ୍ସ ଭିଡିଓ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି । ଏହି ଭିଡିଓକୁ ସେ କିଛି ଦିନ ପୂର୍ବେ ଶେୟାର କରିଥିଲେ । ଏହି ଡାନ୍ସ ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ନୋରାଙ୍କ ବେଲି ଡାନ୍ସ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ । ନୋରା ଅନେକ ସମୟରେ ନିଜର ଫଟୋ ଏବଂ ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଶେୟାର କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More