Only for Entertainment

ଦୀପକ କଲାଲଙ୍କୁ ମନେ ପକାଇ କାନ୍ଦୁଛନ୍ତି ରାକ୍ଷୀ ସାୱନ୍ତ?

bollywood tadka
37

ଅଭିନେତ୍ରୀ ଏବଂ ଡ୍ୟାନ୍ସର ରାକ୍ଷୀ ସାୱନ୍ତ ଅଧିକାଂଶ ସମୟରେ ନିଜ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ରାକ୍ଷୀ ପୁଣିଥରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ସେ ଟିକଟକ କରିଛନ୍ତି । ଭିଡ଼ିଓରେ ରାକ୍ଷୀ କାନ୍ଦୁଥିବାର ନଜର ଆସିଛନ୍ତି । ଭିଡ଼ିଓ ସହିତ ଡାଏଲଗ ମଧ୍ୟ ନଜର ଆସିଛି । ରାକ୍ଷୀଙ୍କ ଏହି ଭିଡ଼ିଓରେ ଲୋକ ଭିନ୍ନ ଭିନ୍ନ କମେଂଟ ଦେଉଛନ୍ତି ।

 

View this post on Instagram

 

A post shared by Rakhi Sawant (@rakhisawant2511) on

କହିରଖୁଛୁଯେ ରାକ୍ଷୀ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଭିଡ଼ିଓ ଶେୟାର କରି ଟ୍ରେଣ୍ଡ କରନ୍ତି । ତେବେ ବଲିଉଡର ସେ ହେଉଛନ୍ତି ଡ୍ରାମା କୁଇନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More