Only for Entertainment

ପ୍ରକୃତ ଗଲିବଏ ସହିତ ଫଟୋରେ ନଜର ଆସିଲେ ରଣବୀର ।

ANI
26

ଗତ ବୁଧବାରକୁ ଅଭିନେତା ରଣବୀର ସିଂ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ ପ୍ରକୃତ ଗଲିବଏ ଶେଖ ଆକା ନିଜିଙ୍କ ସହିତ ନଜର ଆସିଛନ୍ତି ।

 

 

View this post on Instagram

 

Guess who’s back? ? @naezythebaa #gullyboy

A post shared by Ranveer Singh (@ranveersingh) on

ମୁମ୍ବାଇ ଷ୍ଟ୍ରିଟ ର‌୍ୟାପର ଭିଭ୍ୟାନ ଫର୍ଣ୍ଣାଡିଜ ଆକା ଏବଂ ଶେଖ ଆକା ନିଜିଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି ଫିଲ୍ମ ଗଲିବଏ । ଯେଉଁଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ରଣବୀର ସିଂ । ତେବେ ନିଜିଙ୍କ ସହିତ ଏକ ଫଟୋକୁ ରଣବୀର ତାଙ୍କ ଇଂଷ୍ଟା ଆକାଉଂଟରେ ପୋଷ୍ଟ କରିଛନ୍ତି । ଏଥିରେ ରଣବୀର ଏକ କ୍ୟାପ୍ସନ ମଧ୍ୟ ଦେଇଛନ୍ତି ।

ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ଗଲିବଏରେ ରଣବୀର ସିଂଙ୍କ ବିପକ୍ଷରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଆଲିୟା ଭଟ୍ଟ । ଫିଲ୍ମ ୧୪ ଫେବୃୟାରୀ ଅର୍ଥାତ ଭାଲେଂଟାଇନ ଡେ’ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More