Only for Entertainment

କାଉମାନେ କଲେ ଚିଲ ଉପରେ ଏଭଳି ଆକ୍ରମଣ, ସଚିନ ତେନ୍ଦୁଲକର ବଂଚାଇଲେ ଜୀବନ

facebook
0 95

ସଚିନ ତେନ୍ଦୁଲକର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସନ୍ୟାସ ନେବା ପରେ ମଧ୍ୟ ସଚିନ ଲୋକଙ୍କ ଚର୍ଚ୍ଚାରେ ରହିଛନ୍ତି । କେବେ କାହାକୁ ସାହାଯ୍ୟ କରିବା ତ କେବେ ଗଳିରେ କ୍ରିକେଟ ଖେଳିବା । ଏବେ ସଚିନ ଚିଲର ଜୀବନ ବଂଚାଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଗୁରୁବାର ଦିନ ସଚିନ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ଚିଲର ଚିକିତ୍ସା କରୁଥିବାର ନଜର ଆସିଛନ୍ତି ।

ଫେସବୁକରେ ଏହି ଭିଡିଓକୁ ୧ମିଲିଅନ ଭ୍ୟୁ ମିଳି ସାରିଛି । ଗୁରୁବାର ସକାଳେ ତାଙ୍କ ଘର ବାଲକୋନିରେ ଏକ ଚିଲ ଆସି ବସିଥିଲା । ସଚିନଙ୍କ କହିବା ମୁତାବକ କିଛି ପକ୍ଷୀ ଏହି ଚିଲକୁ ଆକ୍ରମଣ କରିଥିଲେ ଏବଂ ସଚିନ ଏହି ଚିଲକୁ ବ୍ରେଡ ଏବଂ ଚିକେନ ଖାଇବାକୁ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More