Only for Entertainment

ସୋନି ନିର୍ଣ୍ଣୟ କଲା ସ୍ପାଇଡରମ୍ୟାନର ଦୁଇଟି ଫିଲ୍ମ ରିଲିଜ ତାରିଖ !

amarujala
25

ମାର୍ବଲ ଷ୍ଟୁଡିଓ ସ୍ପାଇଡର ମ୍ୟାନର ଦୁଇଟି ଫିଲ୍ମ ରିଲିଜ ତାରିଖ ଘୋଷଣା କରିଛି । ଭେରାଇଟି ମୁତାବକ ପ୍ରଥମ ଫିଲ୍ମ ୧୦ଜୁଲାଇ ୨୦୨୦ରେ ରିଲିଜ ହେବ ଏବଂ ଦ୍ୱିତୀୟ ଫିଲ୍ମ ଅକ୍ଟୋବର ୨୦୨୦ରେ ରିଲିଜ କରାଯିବ । ମାତ୍ର ଏବେ ପର୍ଯ୍ୟନ୍ତ ଷ୍ଟୁଡିଓ ଫିଲ୍ମ ସମ୍ବନ୍ଧିତ କୌଣସି ଖବର ସ୍ପଷ୍ଟ କରିନାହାନ୍ତି । ଅନୁମାନ ଲଗାଯାଉଛି ଯେ ପ୍ରଥମ ଫିଲ୍ମ ଜାରେଡ ଲେଟୋ ଅଭିନୀତ ମୋରବିୟସ ହୋଇପାରେ ଏବଂ ଦ୍ୱିତୀୟ ଫିଲ୍ମ ପୂର୍ବ ମାସରେ ରିଲିଜ ହୋଇଥିବା ଟମ ହାର୍ଡିଙ୍କ ଭେନମ ଫିଲ୍ମ ସିକ୍ୱେଲ ହୋଇ ଥାଇପାରେ ।

ଖରାପ ରିଭ୍ୟୁ ପରିବର୍ତ୍ତେ ଭେନମ ସାରାଦୁନିଆରେ ୫୭କୋଟି ଡଲାର ଆୟ କରିଥିଲା ଏବଂ ଚୀନ ସିନେମାଘରେ ଏବେ ବି ଏହି ଫିଲ୍ମ ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More