Only for Entertainment

ବଲିଉଡ ଏବଂ ଟିଭି ପରଦା ପରେ ଏବେ ଏହି ଜଗତରେ ନଜର ଆସିବେ ହଟ ଅଭିନେତ୍ରୀ ସନ୍ନି ଲିଓନି !

happyloveimgwar
0 127

ପର୍ନ ଷ୍ଟାରରୁ ବଲିଉଡ ଅଭିନେତ୍ରୀ ହୋଇଥିବା ସନି ଲିଓନି ଫିଲ୍ମ ସହ ଛୋଟ ପରଦାରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ନା କେବଳ ଫିଲ୍ମ ଏବଂ ଟିଭି ବରଂ ସନିଙ୍କ ‘କରନଜିତ କୌର’ ମଧ୍ୟ ହିଟ ହୋଇଛି । ଆଇଟମ ନମ୍ବର ଜରିଆରେ ଫିଲ୍ମରେ ପ୍ରବେଶ କରି ଧମାଲ ମଚାଇଥିବା ସନ୍ନି ଏବେ ସାଉଥ ଫିଲ୍ମ ଜଗତରେ ନିଜ ଯାଦୁ ଦେଖାଇବା ଲାଗି ଆସୁଛନ୍ତି । ତାମିଲ ଫିଲ୍ମ ଉଦ୍ୟୋଗରେ ଡେବ୍ୟୁ କରିବା ପାଇଁ ଯାଉଥିବା ସନି ଲିଓନିଙ୍କ କହିବା ମୁତାବକ ସେ ସବୁବେଳେ ଯୋଦ୍ଧା ଭୂମିକା ତୁଲାଇବା ପାଇଁ ଆଶା ରଖିଥିଲେ । ସନ୍ନି ଆଗାମୀ ଫିଲ୍ମ ‘ବୀରମା ଦେବୀ’ଜରିଆରେ ତାମିଲ ଫିଲ୍ମରେ ପ୍ରବେଶ କରିବେ ।

ଫିଲ୍ମ ବିଷୟରେ ପଚରାଯିବାରୁ ସନ୍ନି ଲସଏଂଜେଲସ ଆଇ ଏନ ଏସ ସହ ସାକ୍ଷାତକାରରେ କହିଥିଲେ ଯେ ସେ ଏହିଭଳି ପ୍ରୋଜେକ୍ଟରେ କାମ କରିବାକୁ ଚାହାନ୍ତି । ବି ସି ବଦିବୁଦାୟାନଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି । ଏହି ଫିଲ୍ମରେ ନବଦୀପ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More