Only for Entertainment

ଟାଇଗର ଶ୍ରଫଙ୍କ ଡ୍ୟାନ୍ସ ମଚାଇଲା ହଙ୍ଗାମା, ଦିଲବର ଗର୍ଲ ନୋରା ଫତେହି ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ !

35

ଟାଇଗର ଶ୍ରଫ ନିଜ ଡ୍ୟାନ୍ସ ଏବଂ ଆକ୍ସନ ପାଇଁ ଖୁବ ଫେମସ ଅଟନ୍ତି । ଯେତେବେଳେ ତାଙ୍କୁ ସମୟ ମିଳେ ସେ ନିଜ କଳା ଦେଖାଇବା ପାଇଁ ପଛାନ୍ତି ନାହିଁ । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ନିକଟରେ ହିଟ ହୋଇଥିବା ନୋରା ଫତେହିଙ୍କ ଆଇଟମ ସଙ୍ଗ ଦିଲବର ଦିଲବରରେ ନିଜର ଡ୍ୟାନ୍ସ ଅନ୍ଦାଜ ଦେଖାଇଛନ୍ତି । ଏହି ଭିଡିଓ ଭାଇରାଲ ହେବା ସହ ଟାଇଗରଙ୍କ ଡ୍ୟାନ୍ସଙ୍କୁ ମଧ୍ୟ ୟୁଜର୍ସ ଖୁବ ପସନ୍ଦ କରୁଛନ୍ତି । କେଇ ଘଂଟା ପୂର୍ବେ ଶେୟାର ହୋଇଥିବା ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ।

 

View this post on Instagram

 

❤barrr #choreoby my main man @piyush_bhagat @swainvikram @shaziasamji

A post shared by Tiger Shroff (@tigerjackieshroff) on

ଏଠାରେ ଆମେ କହି ରଖୁଛୁ ଯେ ଟାଇଗର ତାଙ୍କ ଆକ୍ସନ ଫିଲ୍ମ ବାଗୀ ପାଇଁ ଫେମସ ହୋଇଥିଲେ , ଯାହାର ଏବେ ୩ୟ ପାର୍ଟ ପୋଷ୍ଟର ରିଲିଜ ହୋଇଥିଲା । ତେବେ ଏହି ଫିଲ୍ମରେ ତାଙ୍କ ସହ ନଜର ଆସିପାରନ୍ତି ଏଥର ସୈଫ ଅଲୀ ଖାନଙ୍କ ଲାଡଲୀ ସାରା ଅଲୀ ଖାନ , ଯାହା ବିଶେଷ ସୂତ୍ରରୁ ପ୍ରକାଶ । ଏହାସହ ଟାଇଗର ନେଇ ଆସିବେ ଷ୍ଟୁଡେଂଟ ଅଫ ଦ ଇୟର ୨ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More