Only for Entertainment

Vogue Awards 2018 : ରେଡ କାର୍ପେଟରେ ଗ୍ଲାମରସ୍ ଅନ୍ଦାଜରେ ନଜର ଆସିଲେ ବଲିଉଡ କଳାକାର ।

.in
31

ଶନିବାର ରାତିରେ ମୁମ୍ବାଇରେ ଭଗ୍ୟୁ ୱମ୍ୟାନ ଅଫ ଦି ଇୟର ଆୱାର୍ଡ ୨୦୧୮ ସମ୍ପର୍ଣ୍ଣ ହୋଇଛି । ଏହି ଆୱାର୍ଡ କାର୍ଯ୍ୟକ୍ରମରେ ଅନେକ କଳାକାର ରେଡ କାର୍ପେଟରେ ନଜର ଆସିଥିଲେ । ଏହା କାର୍ଯ୍ୟକ୍ରମର ରେଡ କାର୍ପେଟରେ ବଲିଉଡ ସୁନ୍ଦରୀମାନେ ଗ୍ଲାମରସ ଅନ୍ଦାରେ ନଜର ଆସିଥିଲେ । ରେଡ କାର୍ପେଟରେ କରିନା କପୁର, କରିଶ୍ମା କପୁର, ଆଲିଆ ଭଟ୍ଟ, ଫାତିମା ସନା ଶେଖ, ଜାହ୍ନବୀ କପୁର ସମେତ ଅନେକ ଅଭିନେତ୍ରୀଙ୍କୁ ହଟ ଅନ୍ଦାରେ ଦେଖିବାକୁ ମିଳିଥିଲା । ଅଭିନେତ୍ରୀ ମାନେ ରେଡ କାର୍ପେଟରେ ପୋଜ ଦେଇ ଫଟୋ ମଧ୍ୟ ଉଠାଇଥିଲେ ।
ବଲିଉଡର ଅନେକ କଳାକାର ରେଡ କାର୍ପେଟରେ ନଜର ଆସିଥିଲେ କିନ୍ତୁ ସମସ୍ତଙ୍କ ନଜର ବଲିଉଡ ଅଭିନେତ୍ରୀଙ୍କ ଉପରେ ରହିଥିଲା ।

ଦେଖନ୍ତୁ ଫଟୋ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More