Only for Entertainment

କ୍ୟାଟ୍ରିନାଙ୍କୁ ଇମ୍ପ୍ରେଶ କରିବା ପାଇଁ ଆବଶ୍ୟକ ଏହି ତିନୋଟି ଜିନିଷ ।

27

କ୍ୟାଟ୍ରିନା ବଲିଉଡର ସବୁଠାରୁ ଗ୍ଲାମରସ ନାୟିକାଙ୍କ ମଧ୍ୟରୁ ଜଣେ । ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିଅର ସହିତ ତାଙ୍କ ସଫଳତା ମଧ୍ୟ ବଢିବାରେ ଲାଗିଛି । ତାଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ ଯଥେଷ୍ଟ ଅଧିକ । ଡ୍ୟାନ୍ସରେ ମଧ୍ୟ ସେ ଧୁରନ୍ଦର । ବି ଟାଉନର ଏହି ସୁନ୍ଦରୀଙ୍କ ଆଟେନସନ କେହି ମଧ୍ୟ ଚାହିଁବ । ତେବେ ଫିଲ୍ମ ଫେୟାରରେ ଦେଇଥିବା ଇଂଟରଭ୍ୟୁରେ କ୍ୟାଟ୍ରିନା କହିଛନ୍ତିଯେ ତାଙ୍କ ଆଟେନସନ ପାଇବା ପାଇଁ ଜଣେ କ’ଣ କରିବା ଉଚିତ ।

କ୍ୟାଟ୍ରିନା କହିଲେ ପ୍ରଥମେ ମୋତେ ଏହା ଜଣାଯିବା ଆବଶ୍ୟକଯେ ଆପଣ ମୋତେ ଆଟେନସନ ଦେଉଛନ୍ତି । ଦ୍ୱିତୀୟରେ ସେନ୍ସ ଅଫ ହ୍ୟୁମର ଭଲ ହେବା ଉଚିତ । ଏବଂ ତୃତୀୟ କଥା ହେଉଛି ଭଲ ବାସ୍ନା ହେବା ଉଚିତ । ତେବେ କ୍ୟାଟ୍ରିନାଙ୍କ ଉତ୍ତର ନିହାତି ଭାବରେ ଫ୍ୟାନ୍ସଙ୍କୁ ଇମ୍ପ୍ରେଶ କରିବ । ଏହା ସହିତ ସେ ୨୦୧୯ରେ ବଏଫ୍ରେଣ୍ଡ କରିବେ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More