Only for Entertainment

ନିର୍ମାଣ ହେବ ଥ୍ରି ଇଡିଅଟସର ସିକ୍ୱେଲ । ଲୋକଙ୍କୁ ପୁଣି ହସାଇବେ ଭାଇରସ ଏବଂ ଚତୁର ।

bollywood hungama
0 41

ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ହୀରାନୀ ଥ୍ରି ଇଡିଅଟସର ସିକ୍ୱେଲ ନିର୍ମାଣ କରିବାକୁ ଚାହୁଁଛନ୍ତି । ହିରାନୀ ଅମୀର ଖାନ,କରୀନା କପୁର,ଶରମନ ଜୋଶୀ ଏବଂ ଆର ମାଧବନ ଆଦିଙ୍କୁ ନେଇ ଫିଲ୍ମ ନିର୍ମାଣ ହୋଇଥିଲା । ତେବେ ସବୁ କିଛି ଠିକ ରହିଲେ ଫିଲ୍ମ ପୁଣିଥରେ ନିର୍ମାଣ ହେବ ।

ରାଜକୁମାର ହିରାନୀଙ୍କ କହିବା ଅନୁସାରେ ଫିଲ୍ମର ସିକ୍ୱେଲ ପ୍ରସ୍ତୁତ କରିବା ପାଇଁ ସେ ଆଲୋଚନା କରୁଛନ୍ତି । ଏହା ଉପରେ ସେ ଲେଖିବା ମଧ୍ୟ ଆରମ୍ଭ କରି ସାରିଛନ୍ତି । ତେବେ ଫିଲ୍ମରେ ସେ କାହାକୁ ନେବେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହାଁନ୍ତି ହିରାନୀ । ତେବେ ନିକଟରେ ରଣବୀର କହିଥିଲେଯେ ସେ ଥ୍ରି ଇଡିଅଟସରେ କାମ କରିବାକୁ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More