Only for Entertainment

ଠଗ୍ସ ଅଫ ହିନ୍ଦୋସ୍ତାନର ତୃତୀୟ ମୋଶନ ପୋଷ୍ଟର ରିଲିଜ ।

bollywood tadka
0 35

ବଲିଉଡ ଆକ୍ଟର ଅମୀର ଖାନଙ୍କ ଫିଲ୍ମ ଠଗ୍ସ ଅଫ ହିନ୍ଦେରସ୍ତାନର ନୂଆ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରରେ ଆମେରିକାନ ଆକ୍ଟର ଲଏଡ ଓଭେନ ନଜର ଆସିଛନ୍ତି । ପୋଷ୍ଟର ଅନୁସାରେ ଏହି ଖଳନାୟକଙ୍କ ନାମ ଜନ କ୍ଲ୍ାଇବ ହେବ,ଦେଖିବାକୁ ଯଦିଓ ଜେଂଟଲମ୍ୟାନ ଭିତରୁ ଖୁବ କ୍ରୁର । ଅମୀର ଖାନ ଏହି ପୋଷ୍ଟରକୁ ତାଙ୍କ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି । ଫ୍ୟାନ୍ସ ଏହି ପୋଷ୍ଟରକୁ ଖୁବ ପସନ୍ଦ କରୁଛନ୍ତି ।

 

ପୋଷ୍ଟରକୁ ଦେଖିବା ପରେ ଏହା ଜଣାଫନଇଲାଯେ ଫିଲ୍ମରେ ଭାରତୀୟ ସମୂଦ୍ର ଲୁଟେରା ଏବଂ ଅଂଗ୍ରେଜଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ପାଇବେ ଦର୍ଶକ । ତେବେ ବାଜି କିଏ ମାରିବ ଫିଲ୍ମ ଦେଖିବା ପରେ ଜଣାପଡ଼ିବ । କିନ୍ତୁ ଏତିକି ନିଶ୍ଚିତଯେ ଫିଲ୍ମ ଦର୍ଶକଙ୍କ ଖୁବ ମନୋରଂଜନ କରିବ । ଏହି ଫିଲ୍ମ ୨୦୧୮ର ସବୁଠାରୁ ବଡ଼ ଫିଲ୍ମ । ଫିଲ୍ମ ୭ ନଭେମ୍ବରକୁ ରିଲିଜ ହେବ । ଫିଲ୍ମରେ ଲଏଡଭ୍କ ଓଭେନଙ୍କ ବ୍ୟତୀତ ଅମୀର ଖା.ଅମିତାଭ ବଚ୍ଚନ,କ୍ୟାଟ୍ରିନା କୈଫ ଏବଂ ଫାତିମା ସେଖ ମୁଖ୍ୟ ଭୂମିକାରେ ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More