Only for Entertainment

#ମିଠୁ ଖବର ମଝିରେ ସାମ୍ନାକୁ ଆସିଲା ବଡ ଖବର, ଅଭୟ କଲେ ଖୁଲାସା, କହିଲେ- ମୁଁ ନିର୍ଦ୍ଦେଶକଙ୍କ ସହ ଶୋଇ ସାରିଛି !

95

ବଲିଉଡ ଅଭିନେତା ଅଭୟ ଦେଓଲ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଛନ୍ତି । ଅଭିନେତା ଏହି ଫଟୋକୁ ଶେୟାର କରି ଲେଖିଛନ୍ତି ଯେ ସେ ଶେଷରେ ନିଜ ନିର୍ଦ୍ଦେଶକଙ୍କ ସହ ଶୋଇଛନ୍ତି । ଏଭଳି ପ୍ରଥମ ଥର ନୁହେଁ ଯେତେବେଳେ ଅଭୟ ସୋସିଆଲ ମିଡିଆରେ ଅଜବ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଛନ୍ତି ।

ଅଭୟ ଦେଓଲଙ୍କ ଦ୍ୱାରା ଜାରି ହୋଇଥିବା ଫଟୋରେ ଜଣେ କାଠ ଚେୟାରରେ ଶୋଇଛନ୍ତି ଏବଂ ତାଙ୍କ ପାଖରେ ଫୋଲ୍ଡିଂ ଚେୟାରରେ ଫିଲ୍ମ ନିର୍ଦ୍ଦେଶକ ମହେଶ ମାଂଜରେକର ମଧ୍ୟ ଶୋଇଛନ୍ତି । ଅଭୟ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଲେଖିଛନ୍ତି ଶେଷରେ ମୁଁ ମୋ ନିର୍ଦ୍ଦେଶକଙ୍କ ସହ ଶୋଇଗଲି । ସେଟରେ ମହେଶ ମାଂଜରେକରଙ୍କ ସହ । ଫଟୋରେ ଅଭୟ ଦେଓଲ ପୁଲିସକର୍ମୀଙ୍କ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ଶୋଇଛନ୍ତି । ଏହି ଫଟୋରେ ହଜାର ହଜାର ଲୋକମାନେ ଲାଇକ ଏବଂ ନିଜ ପ୍ରତିକ୍ରିୟା ରଖୁଛନ୍ତି । ଏଥିରେ ବଲିଉଡ ଅଭିନେତ୍ରୀ ବିପାଶା ବସୁ ମଧ୍ୟ ସାମିଲ ଅଛନ୍ତି ।

 

View this post on Instagram

 

I finally did it. I slept with my director. On set with Mahesh Manjrekar. I’m a @hotstar.

A post shared by Abhay Deol (@abhaydeol) on

ଅଜୟ ଦେଓଲଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଖୁବଶୀଘ୍ର ୧୯୬୨ରେ ହୋଇଥିବା ଭାରତ-ଚୀନ ଉପରେ ଆଧାରିତ ଫିଲ୍ମର ଏକ ୱେବସିରିଜରେ ନଜର ଆସିବେ । ଏଥିରେ ମେଜର ଶୈତାନ ସିଂଙ୍କ କାହାଣୀ ଦୃଶ୍ୟମାନ ହେବ । ଏହାପୂର୍ବରୁ ଅଭୟ ନେଟଫ୍ଲିକ୍ସର ସିିରିଜ ‘ଚପଷ୍ଟିକ’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More