Only for Entertainment

୧୪ ବର୍ଷ ବୟସର ହଲିଉଡ ଆକ୍ଟର ଜ୍ୟାକ ବର୍ନ୍ସଙ୍କ ମୃତ୍ୟୁ

bollywood tadka
38

ହଲିଉଡ ଚାଇଲଡ ଆକ୍ଟର ଜ୍ୟାକ ବନ୍ସର୍୍ ୧୪ ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଆକ୍ଟରଙ୍କ ଶବ ତାଙ୍କୁ ଘରୁ ମିଳିଛି, କିନ୍ତୁ କେଉଁ କାରଣରୁ ମୃତ୍ୟୁ ହୋଇଛି ଏହାର କାରଣ ସାମ୍ନାକୁ ଆସିନାହିଁ । ପୋଲିସ ଏହି ଘଟଣାର ଯାଂଚ କରୁଛି ।

ରିପୋର୍ଟ ଅନୁସାରେ ଜ୍ୟାକଙ୍କ ମୃତ ହେବ ୧ ଡିସେମ୍ବରକୁ ତାଙ୍କ ଘରୁ ମିଳିଥିଲା ଏବଂ ପ୍ୟାନ୍ସଙ୍କୁ ଏବେ ଏହି ଖବର ମିଳିଲା । ଏହା ଶୁଣିବା ପରେ ଫ୍ୟାନ୍ସ ଖୁବ ଦୁଃଖି ହୋଇ ଯାଇଛନ୍ତି । ଜ୍ୟାକଙ୍କୁ ସମସ୍ତେ ଶ୍ରଦ୍ଧାଂଜଳି ଦେଉଛନ୍ତି ।

କହିରଖୁଛୁ ଜ୍ୟାକ ‘ଆଉଟଲ୍ୟାଣ୍ଡର’ ଓ ‘ପ୍ଲେନ ସାଇଟ’ ଭଳି ପପୁଲାର ଶୋ’ରେ କାମ କରି ସାରିଛନ୍ତି । ଏହା ବ୍ୟତୀତ ଅନ୍ୟ କେତେକ ଟିଭି ଶୋ’ରେ ମଧ୍ୟ ଜ୍ୟାକ କାମ କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More